ଭିଡ଼ିଓ ଗ୍ୟାଲେରି
ଏମିତି ବାହାଘର, ବିନା ନିମନ୍ତ୍ରଣରେ ଆସିଲେ ହଜାର ହଜାର ଅତିଥି
ରବନେ ବନାଦି ଯୋଡି | କୁହାଯାଏ ସ୍ଵର୍ଗରେ ସ୍ଥିର ହୋଇଥାଏ ଯୋଡି | ପ୍ରତି ପୁଅ ଝିଅଙ୍କ ପାଇଁ ପୂର୍ବରୁ ବଛା ହୋଇସାରିଥାଏ ଜୀବନସାଥୀ | ଯିଏ ଯାହା ପାଇଁ ସ୍ଥିର ହୋଇଥାନ୍ତି ସିଏ…
ଅପରାଧ
ମୁସଲିମ ଯୁବତୀଙ୍କୁ ବିବାହ କରିବାରୁ ହିନ୍ଦୁ ଯୁବକଙ୍କୁ ରଡ଼ରେ ପିଟି ହତ୍ୟା
ପ୍ରେମ ମାନେନି ଜାତି, ଧର୍ମର ବାଡ଼ ବନ୍ଧନ | ପ୍ରେମ କରେନି ରଙ୍ଗ ରୂପର ବାଛବିଚାର । କିନ୍ତୁ ଅନେକ ସମୟରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ପାଚେରି ଠିଆ କରେ ଧର୍ମ । ଉଭୟଙ୍କ…
ସ୍ୱାସ୍ଥ୍ୟ
-
ଯବାନଙ୍କୁ ସଲାମ: ଖରାରେ ବୃଦ୍ଧାଙ୍କୁ ଖଟିଆରେ ହସ୍ପିଟାଲକୁ ବୋହିକି ନେଲେ ଯବାନ
2 May 2022ଯବାନଙ୍କୁ ସଲାମ | ଡହ ଡହ ଖରାରେ ବୃଦ୍ଧାଙ୍କୁ ଖଟିଆରେ ହସ୍ପିଟାଲକୁ ବୋହିକି…
-
କରୋନା ନିୟମରେ ପରିବର୍ତ୍ତନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
2 May 2022କରୋନା ଟୀକାକରଣ ଉପରେ ଆଜି ସୁପ୍ରିମକୋର୍ଟ ନେଇଛନ୍ତି ଏକ ବଡ ନିଷ୍ପତ୍ତି ।…
-
ମଣିଷ ଶରୀରରେ ପ୍ରଥମ ଥର ଚିହ୍ନଟ ହେଲା ବାର୍ଡ ଫ୍ଲୁ
27 April 2022ମଣିଷ ଶରୀରରେ ବାର୍ଡ ଫ୍ଲୁ | ଜଣେ ୪ବର୍ଷର ଶିଶୁଠାରେ ଦେଖାଦେଇଛି H3N8…
-
କଦଳୀରୁ ମିଳିଥାଏ ଏହିସବୁ ଉପକାରିତା, ଖାଇବାକୁ ଭୁଲନ୍ତୁ ନାହିଁ ..
26 April 2022ପାଚିଲା କଦଳୀ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ | ତେଣୁ ଆପଣଙ୍କ ଡାଏଟରେ…
-
ଜାଣନ୍ତୁ କେଉଁ ସମୟରେ ଲସି ପିଇଲେ ସ୍ୱାସ୍ଥ୍ୟ ପାଇଁ ହିତକର !
25 April 2022ଖରାଦିନେ ଶରୀରର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | କାରଣ ଏହି ସମୟରେ…
-
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜନସଚେତନତା ପଦଯାତ୍ରା
25 April 2022କେନ୍ଦ୍ରାପଡା ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିବାରେ…
ରାଜନୀତି
ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା
ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରଚାର କରିବେ ନବୀନ ବ୍ରଜରାଜନଗର ବିଧାନସଭା ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେଡି । ୪୦…
Read Moreଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁରେ ନକଲି ସିମ୍ , ସାଂସଦ ଅନୁଭବ ମହାନ୍ତିଙ୍କୁ ଟଙ୍କା ମାଗୁଥିଲେ ଠକ
ବଢୁଛି ସାଇବର ଅପରାଧ | ଅପରାଧୀମାନେ ଏବେ ଆପଣାଇଛନ୍ତି ନୂଆ ଉପାୟ | ଅପରାଧୀମାନେ ବଡ ବଡ ରାଜନେତାଙ୍କ ନାଁରେ ସିମ କାର୍ଡ କିଣି ଆପରାଧିକ କାର୍ଯ୍ୟରେ କରୁଛନ୍ତି ବ୍ୟବହାର | ଲୋକସଭା ବାଚସ୍ପତିଙ୍କ…
Read Moreଦମଦାର ନାଚକୁ ନେଇ ଚର୍ଚ୍ଚାରେ ଜେଡିୟୁ ବିଧାୟକ, ଭିଡିଓ ଭାଇରାଲ
ବିହାର ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି | ଏଥର ଗୋପାଳ ମଣ୍ଡଳ ତାଙ୍କର କୌଣସି ବିବାଦୀୟ ମନ୍ତବ୍ୟକୁ ନେଇ ନୁହେଁ…
Read Moreକାଠମାଣ୍ଡୁର ଏକ ବିଦେଶୀ ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀ; ଭିଡିଓ ଜାରି କରି ଘେରିଲା ବିଜେପି
ଏକ ବିଦେଶୀ ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀ | ସୋମବାର ରାତିରେ ନେପାଳ କାଠମାଣ୍ଡୁର ଏକ ବିଦେଶୀ ନାଇଟ୍ କ୍ଲବରେ ଦେଖିବାକୁ ମିଳିଛନ୍ତିି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ନାଇଟ କ୍ଲବ ପବରେ…
Read More୭ ଦିନ ମଧ୍ୟରେ ବସ୍ତି ଛାଡିବାକୁ ଡେପୁଟି ମେୟରଙ୍କ ଘରେ ନୋଟିସ୍ ମାରିଲା ଇଡକୋ
କଟକ ଡେପୁଟି ମେୟରଙ୍କ ଘରେ ଲାଗିଲା ଉଚ୍ଛେଦ ନୋଟିସ । ଜଗତପୁର ବସ୍ତିରେ ରହୁଥିବା ଦମୟନ୍ତୀ ମାଝୀଙ୍କ ଘରେ ନୋଟିସ୍ ଲଗାଇଛି ଇଡକୋ । ୭ ଦିନ ମଧ୍ୟରେ ଜାଗା ଖାଲି କରିବାକୁ ନୋଟିସରେ…
Read More୩୧ ତାରିଖରେ ପଡିବ ଭୋଟ ; ପ୍ରାର୍ଥୀ ଘୋଷଣା ନେଇ ଚାଲିଛି ୩ ଦଳର ଅଙ୍କ କଷା
ବଜ୍ରରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ୩୧ ତାରିଖରେ ଉପନିର୍ବାଚନ ପାଇଁ ପଡିବ ଭୋଟ । ସେହିଭଳି ୩ ଜୁନରେ ଭୋଟ ଗଣତି ହେବ | ସେହିଦିନ ପ୍ରକାଶ ପାଇବ ଫଳାଫଳ…
Read More୫ ତାରିଖରେ ରାହୁଲ ଗାନ୍ଧୀଙ୍କ ସହ ହେବ ଆଲୋଚନା, ପିସିସି ନୂଆ ସଭାପତି ଘୋଷଣା ନେଇ ହୋଇପାରେ ଚର୍ଚ୍ଚା
କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା । ୫ ତାରିଖରେ ରାହୁଲ ଗାନ୍ଧୀଙ୍କ ସହ ହେବ ଆଲୋଚନା । ପିସିସିର ନୂଆ ସଭାପତି ଘୋଷଣା ନେଇ ହେବ ଚର୍ଚ୍ଚା | ଦଳୀୟ ସଂଗଠନ ଉପରେ କରାଯିବ…
Read Moreବିହାରରୁ ପ୍ରଶାନ୍ତ କିଶୋରଙ୍କ ନୂଆ ପଦକ୍ଷେପ; ଟ୍ୱିଟ କରି ଦେଲେ ସଂକେତ
ନୂଆ ଦଳ ଗଢିବାକୁ ଯୋଜନା କରୁଛନ୍ତି ପ୍ରଶାନ୍ତ କିଶୋର | କଂଗ୍ରେସ ସହ ମତାନ୍ତର ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜନୀତିର ବିଶିଷ୍ଟ ରଣନୀତିଜ୍ଞ ପ୍ରଶାନ୍ତ କିଶୋର | ଖୋଦ୍ ନିଜେ ଏହି ସଙ୍କେତ…
Read Moreନୂତନ ଓଡ଼ିଶା ଗଠନ ଦିଗରେ ଆମ ସରକାର କାମ କରୁଛି : ମୁଖ୍ୟମନ୍ତ୍ରୀ
ଇଣ୍ଡିଆ ଟୁଡେ କନକ୍ଲେଭରେ ପରିବର୍ତ୍ତିତ ଓଡ଼ିଶା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ବିଗତ ୨ ଦଶନ୍ଧିରେ ଓଡ଼ିଶାରେ ଅନେକ କିଛି ବଦଳିଛି । ଅନେକ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ…
Read Moreମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କୁମାର କହଁର
ଦୃଢ ଇଛା ଶକ୍ତି ଆଗରେ ହାର ମାନିଛି ବୟସ | ୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ବିଧାୟକ | ଫୁଲବାଣୀ ବିଧାୟକ ଅଙ୍ଗଦ କୁମାର କହଁର ଆଜି ଦେଇଛନ୍ତି ମାଟ୍ରିକ ପରୀକ୍ଷା…
Read More