NNS ଓଡିଆ
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ
No Result
View All Result
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ
No Result
View All Result
NNS ଓଡିଆ
No Result
View All Result
Home ଏନ ଏନ ଏସ ଓଡ଼ିଆ

ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା

nns odia by nns odia
18/09/2023
in ଏନ ଏନ ଏସ ଓଡ଼ିଆ, ଜାତୀୟ
0
0
ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା
0
SHARES
0
VIEWS
Share on FacebookShare on WhatsappShare on Twitter

ପଞ୍ଚଭୂତରେ ଲୀନ ହେଲେ ଗୀତା ମେହେଟ୍ଟା । ଦିଲ୍ଲୀ ଲୋଧି ରୋଡ୍ ସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟରେ ସାମିଲ ହୋଇଥିଲେ ଗୀତା ମେହେଟ୍ଟାଙ୍କ ଭାଇ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ତାଙ୍କର ପରିବାରଜନ ଶେଷକୃତ୍ୟରେ ସାମିଲ ହୋଇଥିଲେ । ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟରେ ଉପସ୍ଥିତ ଥିଲେ ।ବିଲୀନ ହେଲେ ପ୍ରସିଦ୍ଧ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ।  ଏକମାତ୍ର ପୁଅ ଆଦିତ୍ୟ ସିଂ ମେହେଟ୍ଟା ମା’ ଗୀତା ମେହେଟ୍ଟାଙ୍କୁ ମୁଖାଗ୍ନି ଦେଇଛନ୍ତି।

ନିଜ ଏକମାତ୍ର ଭଉଣୀଙ୍କ ଶେଷ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଲୋଧି ରୋଡ଼ସ୍ଥିତ ଶ୍ମଶାନରେ ଉପସ୍ଥିତ ଥିଲେ। ଏହି ଅବସରରେ ନିକଟ ସମ୍ପର୍କୀୟଙ୍କ ସମେତ ସାଂସଦ ପିନାକ ମିଶ୍ର, ମାନସ ମଙ୍ଗରାଜ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରମୁଖ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ ।

ଗୀତା ମେହେଟ୍ଟା ଗତ ୨ବର୍ଷ ଧରି ପାରାଲେସିସ୍ ଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଶୁକ୍ରବାର ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା।  ଏହାପରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା।  ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ୨୦୧୯ ମସିହାରେ ତାଙ୍କ ସ୍ୱାମୀ ତଥା ବିଶିଷ୍ଟ ଆମେରିକୀୟ ପ୍ରକାଶକ ସନ୍ନି ମେହେଟ୍ଟାଙ୍କ ପରଲୋକ ପରଠୁ ସେ ଭାରତରେ ରହୁଥିଲେ ।

Plugin Install : Subscribe Push Notification need OneSignal plugin to be installed.
nns odia

nns odia

Related Posts

ଭୋଟ୍ ଆଗରୁ ୪ଟି ରାଜ୍ୟରେ କଂଗ୍ରେସ ହେବ ବିଜୟ
News

ଭୋଟ୍ ଆଗରୁ ୪ଟି ରାଜ୍ୟରେ କଂଗ୍ରେସ ହେବ ବିଜୟ

30/11/2023
ଶ୍ରୀମନ୍ଦିର ପୂର୍ବପଟ ମୁଖ୍ୟ ବିମ୍‌ରେ ଫାଟ
News

ଶ୍ରୀମନ୍ଦିର ପୂର୍ବପଟ ମୁଖ୍ୟ ବିମ୍‌ରେ ଫାଟ

29/11/2023
ଉପରାଜ୍ୟପାଳ ଭାଙ୍ଗିଲେ ଷ୍ଟାଣ୍ଡିଂ କମିଟି
News

ଉପରାଜ୍ୟପାଳ ଭାଙ୍ଗିଲେ ଷ୍ଟାଣ୍ଡିଂ କମିଟି

28/11/2023
  • About
  • Advertise
  • Careers
  • Contact
Call us: +91 9437055221

© 2023 NNS Odia - Designed by TT INFOTECHS.

No Result
View All Result
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ

© 2023 NNS Odia - Designed by TT INFOTECHS.

Welcome Back!

Login to your account below

Forgotten Password? Sign Up

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.
All fields are required. Log In

Retrieve your password

Please enter your username or email address to reset your password.

Log In

Add New Playlist

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.