ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା

ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା

Spread this article

ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା । ଭୁବନେଶ୍ୱରରୁ ବାହାରି ନୟାଗଡ଼ ଜିଲ୍ଲାର ଯଦୁପୁରକୁ ପଦଯାତ୍ରା କରିବ ବିଜେପି । ବିଜେପି ପକ୍ଷରୁ ୫ ଦିନ ଧରି ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ। ଆଜି ଲିଙ୍ଗରାଜ ମନ୍ଦିରରୁ ବାହାରିଥିବା ପଦଯାତ୍ରା ଯାଆଁଳା ପହଞ୍ଚିବ। ୨୧ତାରିଖରେ ଯାଆଁଳାରୁ ସାରୁଅ, ୨୨ତାରିଖରେ ସାରୁଅରୁ ପିଚୁକାଳି, ୨୩ ତାରିଖରେ ପିଚୁକୁଳିରୁ ଇଟାମାଟି, ୨୪ ତାରିଖରେ ଇଟାମାଟିରୁ ଯଦୁପୁର ପହଞ୍ଚିବ |
ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କର ବହିଷ୍କାର ଦାବି କରିବା ସହ ଘଟଣା ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

ରାଜନୀତି