NNS ଓଡିଆ
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ
No Result
View All Result
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ
No Result
View All Result
NNS ଓଡିଆ
No Result
View All Result
Home ଅପରାଧ

ପ୍ରେମ ପାଇଁ ପ୍ରେମିକାର ସ୍ୱାମୀକୁ କଲା ହତ୍ୟା

nnsodia by nnsodia
19/07/2023
in ଅପରାଧ, ଏନ ଏନ ଏସ ଓଡ଼ିଆ
0
0
ପ୍ରେମ ପାଇଁ ପ୍ରେମିକାର ସ୍ୱାମୀକୁ କଲା ହତ୍ୟା
0
SHARES
0
VIEWS
Share on FacebookShare on WhatsappShare on Twitter

ପ୍ରେମ କେତେବେଳେ ଦୁଇ ମଣିଷକୁ ଏକତ୍ର କରେ ତ , ଆଉ କେବେ ପ୍ରେମ ଦୁଇଟି ମଣିଷକୁ ବିଛିନ୍ନ କରିଦିଏ । ପ୍ରେମ କେବେ ଜାତି, ଭେଦ, ରଙ୍ଗ ଓ ରୂପ ଦେଖିନଥାଏ , ସେଥିପାଇଁ କୁହାଯାଏ ପ୍ରେମ ଅନ୍ଧ । ପ୍ରେମ ଗୋଲାପ ଫୁଲ ପରି କେବେ ସୁନ୍ଦର ଆଉ କେବେ ଗୋଲାପ ରଙ୍ଗ ଭଳି ରକ୍ତ ରଞ୍ôଚତ ହୋଇଥାଏ । ଠିକ୍ ସେହିପରି ପ୍ରେମିକାର ସ୍ୱାମୀ ବାଟର କଣ୍ଟା ହୋଇଥିବା ବେଳେ, ପ୍ରମିକର ସ୍ୱାମୀଙ୍କୁ ୬ ଖଣ୍ଡ କଲା ପ୍ରମିକ । ଏଭଳି ଘଟଣା ଘଟିଛି ରାଜସ୍ଥାନ ପାଲି ଅଞ୍ଚଳରେ । ପ୍ରେମ ରାସ୍ତରେ କଣ୍ଟା ସାଜିଥିଲା ପ୍ରେମିକାର ସ୍ୱାମୀ । ଶେଷରେ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା ଅନ୍ଧ ପ୍ରେମିକ । ବିବାହିତା ପ୍ରମିକାକୁ ପାଇବାକୁ ତାଙ୍କର ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କରିଲା ଏବଂ ମୃତଦେହ କାଟି ଖଣ୍ଡ ଖଣ୍ଡ କରିଦେଲା । ରାଜସ୍ଥାନ ପାଲି ଅଞ୍ଚଳରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ହେଉଛନ୍ତି ୩୩ ବର୍ଷୀୟ ଯୋଗେନ୍ଦ୍ର । ତାଙ୍କ ପତ୍ନୀଙ୍କ ସହ ମଦନଲାଲ ନାମକ ଯୁବକଙ୍କ ଅବୈଧ ସମ୍ପର୍କ ଥିଲା । ସେଥିପାଇଁ ସେ ଯୋଗେନ୍ଦ୍ରଙ୍କୁ ହତ୍ୟଆ କରିବା ପରେ କାଟି ଟିକ୍ ଟିକ୍ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଉଥିବା ସୂଚନା ।
ସୂଚନା ମୁତାବକ, ଅଭିଯୁକ୍ତର ଘର ଠାରୁ ୧୦୦ ମିଟର ଦୂରରେ ଏକ ବଗିଚାରେ ୩୩ ବର୍ଷୀୟ ଯୋଗେନ୍ଦ୍ରଙ୍କ କଟା ମୁଣ୍ଡ, ହାତ, ଓ ପାଦ ଠାବ ହୋଇଛି । ହତ୍ୟାକାରୀ ମଦନଲାଲ ଏହିସବୁ ଅଙ୍ଗ ଗୁଡିକୁ ବଗିଚାରେ ପୋତି ଦେଇ ଏହା ଉପରେ ଆମ୍ବ ଗଛ ଲଗାଇଥିଲା । ଆଉ କିଛି ଶରୀରର ଅଂଶକୁ ଏକ ଜଙ୍ଗଲ ମଧ୍ୟରେ ପୋତି ଦେଇଥିଲା । ପୋଲିସ ମଦନଲାଲକୁ ଗିରଫ କରି ପଚରାଉଚରା କରୁଛି । ଗତ ୧୩ ତାରିଖ ଦିନ ମୃତ ଯୋଗେନ୍ଦ୍ରଙ୍କ ବାପା ଥାନାରେ ତାଙ୍କର ନିଖୋଜ ଅଭିଯୋଗ କରିବା ପରେ ଏହି ମାମଲା ପଦାକୁ ଆସିଛି ।ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ଛାନଭିନ୍ ଜାରି ରଖିଛି ।

Plugin Install : Subscribe Push Notification need OneSignal plugin to be installed.
nnsodia

nnsodia

NEWS| CURRENT AFFAIRS|POLITICS| INTERNATIONAL| NATIONAL|REGIONAL| VIEWS|DEBATE|OPINION POLL| LIFESTYLE| HERITAGE| TOURISM|SPORTS|MUSIC| ENTERTAINMENT|BUSINESS|ARTICLES|POETRY|LITERATURE|STORY TELLING|STANDUP| VLOGS|PHOTOGRAPHY|AUTOMOBILE|INDUSTRIES|GOSSIP|MOVIES|

Related Posts

ନୂଆପଡ଼ାରେ ଲାଗିଲା ମାତ୍ତ ବ୍ୟାନର
News

ନୂଆପଡ଼ାରେ ଲାଗିଲା ମାତ୍ତ ବ୍ୟାନର

02/12/2023
ଜେଜେ କରିଲା ନାତୁଣୀ ସହିତ ଦୁଷ୍କର୍ମ
News

ଜେଜେ କରିଲା ନାତୁଣୀ ସହିତ ଦୁଷ୍କର୍ମ

29/11/2023
୮ବର୍ଷରେ ୧୦ରୁ ଊର୍ଧ୍ବ କଏଦୀଙ୍କ ମୃତ୍ୟୁ
News

୮ବର୍ଷରେ ୧୦ରୁ ଊର୍ଧ୍ବ କଏଦୀଙ୍କ ମୃତ୍ୟୁ

29/11/2023
  • About
  • Advertise
  • Careers
  • Contact
Call us: +91 9437055221

© 2023 NNS Odia - Designed by TT INFOTECHS.

No Result
View All Result
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ

© 2023 NNS Odia - Designed by TT INFOTECHS.

Welcome Back!

Login to your account below

Forgotten Password? Sign Up

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.
All fields are required. Log In

Retrieve your password

Please enter your username or email address to reset your password.

Log In

Add New Playlist

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.