NNS ଓଡିଆ
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ
No Result
View All Result
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ
No Result
View All Result
NNS ଓଡିଆ
No Result
View All Result
Home ଏନ ଏନ ଏସ ଓଡ଼ିଆ

୨୦୦ରେ ପହଞ୍ଚିଲାଣି ସ୍କ୍ରବ ଟାଇଫସ

nns odia by nns odia
20/09/2023
in ଏନ ଏନ ଏସ ଓଡ଼ିଆ, ରାଜ୍ୟ
0
0
୨୦୦ରେ ପହଞ୍ଚିଲାଣି ସ୍କ୍ରବ ଟାଇଫସ
0
SHARES
0
VIEWS
Share on FacebookShare on WhatsappShare on Twitter

ସୁନ୍ଦରଗଡ଼;  ୨୦୦ରେ ପହଞ୍ଚିଲାଣି ସ୍କ୍ରବ ଟାଇଫସ । ଆଜି ପୁଣି ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୭ ଆକ୍ରାନ୍ତ । ଔଷଧ ମହଜୁଦ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଦେଇଛନ୍ତି । ୩୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ୧୧, ସୋମବାର ୩ ଚିହ୍ନଟ ହୋଇଥିଲେ। ଠିକ୍ ସେହିପରି ମଙ୍ଗଳବାର ବି୧୦ ପଜିଟିଭ୍ ଚିହ୍ନଟ ହୋଇଥିଲେ ।ଏହା ସହ ସଂଖ୍ୟା୨୦୦ରେ ପହଞ୍ଚିଛି । ତେବେ ଏହା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ହୋଇଥିବା ପରୀକ୍ଷାର ରିପୋର୍ଟ। ଘରୋଇ ଭାବେ ପ୍ରକାଶିତ ତଥ୍ୟାନୁସାରେ ଆକ୍ରାନ୍ତ ସଂଖ୍ୟା ୫ ଶହ ଟପି ଯାଇଥିବା କୁହାଯାଉଛି। କେବଳ ରାଜଗାଙ୍ଗପୁରର ଏକ ଘରୋଇ କ୍ଲିନିକରେ ୧୫୦ରୁ ଅଧିକ ସ୍କ୍ରବ୍ ଟାଇଫସ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

Plugin Install : Subscribe Push Notification need OneSignal plugin to be installed.
nns odia

nns odia

Related Posts

ନିର୍ବାଚନ ମଣ୍ଡଳୀରୁ ବଡ଼ ଘୋଷଣା : ଡିସେମ୍ବର ୩ରେ ହେବନି ଗଣତି
News

ନିର୍ବାଚନ ମଣ୍ଡଳୀରୁ ବଡ଼ ଘୋଷଣା : ଡିସେମ୍ବର ୩ରେ ହେବନି ଗଣତି

02/12/2023
ଜଗା ଦର୍ଶନ ପାଇଁ ଲାଗି ହେବ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ ହେବ
News

ଜଗା ଦର୍ଶନ ପାଇଁ ଲାଗି ହେବ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ ହେବ

02/12/2023
ଦୁଇ ଟ୍ରକ ମୁହାଁମୁହିଁ : ଜଣେ ମୃତ ୧ ଗୁରୁତର
News

ଦୁଇ ଟ୍ରକ ମୁହାଁମୁହିଁ : ଜଣେ ମୃତ ୧ ଗୁରୁତର

01/12/2023
  • About
  • Advertise
  • Careers
  • Contact
Call us: +91 9437055221

© 2023 NNS Odia - Designed by TT INFOTECHS.

No Result
View All Result
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ

© 2023 NNS Odia - Designed by TT INFOTECHS.

Welcome Back!

Login to your account below

Forgotten Password? Sign Up

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.
All fields are required. Log In

Retrieve your password

Please enter your username or email address to reset your password.

Log In

Add New Playlist

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.