ସାମୁଦ୍ରିକ ଝଡ ଟାଉତେ ରଚିଲା ତାଣ୍ଡବ
ଅଶାନ୍ତ ରହିଛି ଆରବ ସାଗର। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ (ଆଇଏମଡି) ୧୬ ମଇ ସକାଳେ ଏହି ସାମୁଦ୍ରିକ ବାତ୍ୟା ଟାଉକଟେ ଏକ “ଭୟଙ୍କର” ଝାଡ଼ରେ ବୃଦ୍ଧି ପାଇଛି। ୧୮ ମଇ ଦିନ ସକାଳେ ପୋରବନ୍ଦର ଏବଂ ମହୁଭା (ଭାବନଗର ଜିଲ୍ଲା) ମଧ୍ୟରେ ଗୁଜୁରାଟ ଉପକୂଳ ଅତିକ୍ରମ କରିବାର…