ଉତ୍କଟ ପାନୀୟ ଜଳ ସଂକଟ; ଗୋଟିଏ ନଳକୂପ ଉପରେ ପୂରା ଗାଁ ଲୋକ ନିର୍ଭରଶୀଳ
ଉତ୍କଟ ହୋଇଛି ପାନୀୟ ଜଳ ସଙ୍କଟ | ଟୋପାଏ ପାଣି ପାଇଁ ଲୋକେ ଡହଳବିକଳ | ଗୋଟିଏ ନଳକୂପ ଉପରେ ଗାଁ ସାରା ଲୋକ ନିର୍ଭରଶୀଳ | ତେବେ ପାଣି ପାଇଁ ମହିଳାମାନଙ୍କୁ ରାତି ଅନିଦ୍ରା ହୋଇ ଘଣ୍ଟା ଘଣ୍ଟା ଧରି ନଳକୂପ ନିକଟରେ ଛିଡା ହେବାକୁ ପଡୁଛି…