ୟୁକ୍ରେନ ରାଷ୍ଟ୍ରପତି : କାଲି ଲୋକଙ୍କୁ ହସାଉଥିଲେ ଆଜି ନିଜେ ଅସହାୟ
ଆଜି ଯୁଦ୍ଧର ତୃତୀୟ ଦିନ | ଏବେ ସଭିଙ୍କ ନଜର ଋଷ ଆଉ ୟୁକ୍ରେନ ଉପରେ | ଋଷର ଲଗାତାର ଆକ୍ରମଣ ପରେ ଅସହାୟ ହୋଇପଡିଛି ୟୁକ୍ରେନ | ତଥାପି ରୁଷ ଆଗରେ ମୁଣ୍ଡ ନୁଆଉଁ ନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି | ଜେଲେନସ୍କିଙ୍କୁ ନେଇ ଏବେ…