୫ ତାରିଖରେ ରାହୁଲ ଗାନ୍ଧୀଙ୍କ ସହ ହେବ ଆଲୋଚନା, ପିସିସି ନୂଆ ସଭାପତି ଘୋଷଣା ନେଇ ହୋଇପାରେ ଚର୍ଚ୍ଚା
କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା । ୫ ତାରିଖରେ ରାହୁଲ ଗାନ୍ଧୀଙ୍କ ସହ ହେବ ଆଲୋଚନା । ପିସିସିର ନୂଆ ସଭାପତି ଘୋଷଣା ନେଇ ହେବ ଚର୍ଚ୍ଚା | ଦଳୀୟ ସଂଗଠନ ଉପରେ କରାଯିବ ତର୍ଜମା | ଓଡ଼ିଶା କଂଗ୍ରେସରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ କିପରି କରାଯିବ…