ସେନାରେ ସାମିଲ ହେବେ ସ୍ଥାନୀୟ ଯୁବକ ୬୫ ବାଟାଲିଅନ ତରଫରୁ ଜନ ସମ୍ପର୍କ ଶିବିର
ମାଲକାନଗିରି ଏକ ମାଓ ପ୍ରବଣ ଜିଲ୍ଲା ଭାବେ ପରିଚିତ। ୨୦୧୦ ମସିହାରୁ ବିଏସଏଫ ବାହିନୀ ମାଲକାନଗିରି ଭଳି ଅବିଭକ୍ତ କୋରାପୁଟ ଜିଲ୍ଲାରେ ମାଓବାଦୀ ହିଂସାକାଣ୍ଡ ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି। ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ପାଇଁ ବିଏସଏଫ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ।ସେହିପରି ମାଲକାନଗିରି ଜିଲ୍ଲା ଖଇରପୁଟ…