ମାଲକାନଗିରିର ଯୁବ ଖେଳାଳି ସଞ୍ଜୟ ବିଶ୍ୱାସଙ୍କ ନିଧନ #NNSODIA
ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ରାଜ୍ୟ

ମାଲକାନଗିରିର ଯୁବ ଖେଳାଳି ସଞ୍ଜୟ ବିଶ୍ୱାସଙ୍କ ନିଧନ #NNSODIA

ଅସମୟରେ ଚାଲିଗଲେ ଜଣେ ଯୁବ ଖେଳାଳି | ଜଣାଶୁଣା ଓ ଲୋକପ୍ରିୟ ଯୁବଖେଳାଳି ସଞ୍ଜୟ ବିଶ୍ୱାସଙ୍କ ହୋଇଛି ନିଧନ। ସଞ୍ଜୟଙ୍କ ବିୟୋଗରେ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା | https://youtu.be/iAKVrkMMH3M ରବିବାର ରାତିରେ ସଞ୍ଜୟଙ୍କ ଛାତିରେ ଯନ୍ତ୍ରଣା ହେବା ସହ ନିଶ୍ୱାସ ନେବାରେ କଷ୍ଟ…

କଳିଙ୍ଗ ଷ୍ଟାଡିୟମ ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ରାଜ୍ୟ

କଳିଙ୍ଗ ଷ୍ଟାଡିୟମ ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଲୁକ | ପ୍ରଥମ ଥର ପାଇଁ ସ୍ପୋର୍ଟିଂ ଲୁକରେ ନଜର ଆସିଛନ୍ତି ନବୀନ | ଟ୍ରାକ ପ୍ୟାଣ୍ଟ ଏବଂ ଟି-ସାର୍ଟ ପରିଧାନ କରି ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଆସିଥିବା ଦେଖିବାକୁ ମିଳିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ…

ରିଦ୍ଧିମାନଙ୍କୁ ସାମ୍ବାଦିକଙ୍କ ଧମକ; ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଲେ ରବି ଶାସ୍ତ୍ରୀ
ଅପରାଧ ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ଜାତୀୟ

ରିଦ୍ଧିମାନଙ୍କୁ ସାମ୍ବାଦିକଙ୍କ ଧମକ; ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଲେ ରବି ଶାସ୍ତ୍ରୀ

ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା ଏବେ ବେଶ ଚର୍ଚ୍ଚାରେ। ନିକଟରେ ଏକ ସାକ୍ଷାତକାର ପାଇଁ ଜଣେ ସାମ୍ବାଦିକ ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି | ସାମ୍ବାଦିକ ଜଣକ ଏକ ସାକ୍ଷାତକାର ପାଇଁ ସୋସିଆଲ ମିଡିଆରେ ତାଙ୍କୁ ଧମକ ଦେଉଥିବା…

ଆଇପିଏଲ ମେଗା ନିଲାମ; ଷ୍ଟେଜରେ ବେହୋସ ହୋଇଗଲେ ନିଲାମ ଡକାଳି
ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ଜାତୀୟ

ଆଇପିଏଲ ମେଗା ନିଲାମ; ଷ୍ଟେଜରେ ବେହୋସ ହୋଇଗଲେ ନିଲାମ ଡକାଳି

ଆରମ୍ଭ ହୋଇଛି ଆଇପିଏଲ ମହାନିଲାମୀ । ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟରଙ୍କୁ ଅଧିକ ଦାମରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ। ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ ରଖିଥିବା ଆୟରଙ୍କୁ ୧୨.୨୫ କୋଟି ଟଙ୍କାରେ କିଣି ନେଇଛି କୋଲକାତା ନାଇଟ୍ ରାଇଡର୍ସ। ତେବେ ଚଳିତ ଆଇପିଏଲ ମହାନିଲାମୀରେ…

ବିଜେପିରେ ଯୋଗ ଦେଲେ କୁସ୍ତିଯୋଦ୍ଧା ଖଲି
ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ଜାତୀୟ ରାଜନୀତି

ବିଜେପିରେ ଯୋଗ ଦେଲେ କୁସ୍ତିଯୋଦ୍ଧା ଖଲି

ପ୍ରସିଦ୍ଧ କୁସ୍ତିଯୋଦ୍ଧା ଗ୍ରେଟ୍ ଖଲି ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି | ଆଜି ବିଜେପି ଦଳରେ ଯୋଗ ଦେଇଛନ୍ତି ଖଲି । ସେ ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି | ବିଜେପିରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସଚିନ୍
ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ଜାତୀୟ ସମଗ୍ର ଦୁନିଆ

ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସଚିନ୍

ଆସନ୍ତାକାଲିଠାରୁ ଭାରତୀୟ ଦଳ ଆରମ୍ଭ କରିବ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ | ଗୁଜରାଟର ଅହମ୍ମଦାବାଦଠାରେ ଏହି ମ୍ୟାଚ ହେବ | ତେବେ ଏହି ସିରିଜ ଭାରତ ପାଇଁ ବେଶ ଐତିହାସିକ ହେବାକୁ ଯାଉଛି । ଟିମ୍ ଇଣ୍ଡିଆର ଏହା ୧୦୦୦ ତମ ଦିନିକିଆ ମ୍ୟାଚ୍ ହେବ…

ଜାଣନ୍ତୁ ବାରବାଟୀରେ କେବେ ଓ କାହା ସହ ଭେଟିବ ଭାରତ
ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ରାଜ୍ୟ ସମଗ୍ର ଦୁନିଆ

ଜାଣନ୍ତୁ ବାରବାଟୀରେ କେବେ ଓ କାହା ସହ ଭେଟିବ ଭାରତ

ବାରବାଟୀରେ ହେବ ଟି -ଟ୍ଵେଣ୍ଟି ମ୍ୟାଚ। ଆସନ୍ତା ଜୁନ ମାସରେ ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ବାରବାଟୀରେ ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟି ମ୍ୟାଚ ହେବା ନେଇ ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା। ସେ କହିଛନ୍ତି, ଏ ନେଇ ବିସିସିଆଇ ସଭାପତି…

ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ….
ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ସମଗ୍ର ଦୁନିଆ

ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ….

ସ୍ପେନର ତାରକା ଟେନିସ୍ ଖେଳାଳି ରାଫେଲ ନାଡାଲ ଜିତିଛନ୍ତି ୨୧ତମ ଗ୍ରାଣ୍ଡସ୍ଲାମ । ଅଷ୍ଟ୍ରେଲିଆନ ଓପନ ଜିତି ଇତିହାସ ରଚିଲେ ରାଫେଲ ନାଡାଲ । ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିୟ ଓପନ୍ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି ରାଫେଲ | ରାଫେଲ…

ନୀରଜ ଚୋପ୍ରାଙ୍କୁ ‘ପରମ ବିଶିଷ୍ଟ ସେବା ମେଡାଲ’
ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ଜାତୀୟ

ନୀରଜ ଚୋପ୍ରାଙ୍କୁ ‘ପରମ ବିଶିଷ୍ଟ ସେବା ମେଡାଲ’

ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ଷ୍ଟାର ଖିଲାଡି ନୀରଜ ଚୋପ୍ରାଙ୍କୁ 'ପରମ ବିଶିଷ୍ଟ ସେବା ମେଡାଲ' ରେ ସମ୍ମାନିତ କରାଯିବ। ତାଙ୍କୁ ଏହି ସମ୍ମାନ ସାଧାରଣତନ୍ତ୍ର ଅବସରରେ ପ୍ରଦାନ କରାଯିବ | ନୀରଜ ଭାରତୀୟ ସେନାର ରାଜପୁତାନା ରାଇଫଲ୍ସରେ ମୁତୟନ ଅଛନ୍ତି |…

ଆଇପିଏଲ ନିଲାମ : ଜାଣନ୍ତୁ କାହାର କେତେ ବେସ ପ୍ରାଇସ
ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ଜାତୀୟ ସମଗ୍ର ଦୁନିଆ

ଆଇପିଏଲ ନିଲାମ : ଜାଣନ୍ତୁ କାହାର କେତେ ବେସ ପ୍ରାଇସ

ଆସନ୍ତା ମାସରେ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ 2022) ପାଇଁ ନିଲାମ | ନିଲାମରେ ଅଂଶ ଗ୍ରହଣ କରିବା ପାଇଁ ପଞ୍ଜୀକୃତ ଖେଳାଳିଙ୍କ ସଂଖ୍ୟା ବୋର୍ଡ ଅଫ୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଘୋଷଣା କରିଛି। ଏଥିରେ ମୋଟ 1214 ଖେଳାଳିଙ୍କ ନାମ ପଞ୍ଜିକୃତ ହୋଇଛି |…