ଆଇପିଏଲ ଖେଳିବେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର
କ୍ରୀଡ଼ା

ଆଇପିଏଲ ଖେଳିବେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର

ନୂଆଦିଲ୍ଲୀ : ଫେବ୍ରୁଆରୀ ୧୮ରୁ ଆଇପିଏଲ ପାଇଁ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ୧୦୯୭ ଜଣ ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରେ ଅଛନ୍ତି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ଚଳିତ ଆଇପିଏଲରେ ଅର୍ଜୁନ ତେନ୍ଦୁଲକର ଖେଳୁଥିବା ନଜର ଆସିଲେ ଚକିତ କଲା…

ଅସୁସ୍ଥ ହେଲେ ସୌରଭ ଗାଙ୍ଗୁଲି
କ୍ରୀଡ଼ା ତାଜା ଖବର

ଅସୁସ୍ଥ ହେଲେ ସୌରଭ ଗାଙ୍ଗୁଲି

କୋଲକାତା : ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ପୁଣିଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ମଧ୍ୟାହ୍ନରେ ସେ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଗାଙ୍ଗୁଲି ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ଆଜି ମଧ୍ୟାହ୍ନରେ ତାଙ୍କ…

ନୂଆ ଲୁକରେ ମାହି
କ୍ରୀଡ଼ା ଚର୍ଚ୍ଚିତ ଖବର ତାଜା ଖବର

ନୂଆ ଲୁକରେ ମାହି

ନୂଆଦିଲ୍ଲୀ : କରୋନା ଭାଇରସ କାରଣରୁ ୟୁଏଇରେ ଆଇପିଏଲ ଖେଳାଯାଇଥିଲା। ଏହି ଲିଗରେ ଚେନ୍ନାଇ ସୁପର କିଙ୍ଗସ୍ ଶୋଚନୀୟ ପରାଜୟର ସାମ୍ନା କରିଥିଲା। ଏହା ପରଠୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରରେ ଅଛନ୍ତି। ନିକଟରେ ତାଙ୍କୁ ଫ୍ୟାନ୍ସମାନେ ମୁମ୍ବାଇରେ ଦେଖିଥିଲେ।…

ଭାରତୀୟ ଦଳକୁ ପ୍ରଂଶସା କଲେ ପାକିସ୍ତାନର ପୂର୍ବତନ କ୍ରିକେଟର
କ୍ରୀଡ଼ା

ଭାରତୀୟ ଦଳକୁ ପ୍ରଂଶସା କଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ଭାରତୀୟ କ୍ରିକେଟ୍ ଟିମ୍ ପୂର୍ବ ତିନି ବର୍ଷ ଭିତରେ ଅଷ୍ଟ୍ରେଲିଆକୁ ଲଗାତାର ୨ଟି ଟେଷ୍ଟ ସିରିଜ୍ରେ ମାତ୍ ଦେବାକୁ ସକ୍ଷମ ହୋଇଛି । ଚଳିତ ବର୍ଷ ଟେଷ୍ଟ ସିରିଜ୍ରେ ଦଳ ଅଷ୍ଟ୍ରେଲିଆକୁ ତାର ଘରୋଇ ମାଟିରେ ୨-୧ରେ ହରାଇ ଇତିହାସ ରଚିଛି । ଏହି ବିଜୟ ପରେ ଭାରତୀୟ…

ଆଇପିଏଲ ଖେଳିବେ ଓଡିଆ ପୁଅ: ବିସିସିଆଇକୁ ୬ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ
କ୍ରୀଡ଼ା

ଆଇପିଏଲ ଖେଳିବେ ଓଡିଆ ପୁଅ: ବିସିସିଆଇକୁ ୬ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ

ଚଳିତବର୍ଷର ଆଇପିଏଲରେ ଦେଖିବାକୁ ମିଳିପାରେ ଓଡିଆ ଖେଳାଳିଙ୍କ ପତିଆରା । ଚମକିବେ ଓଡିଆ ଖେଳାଳି । ଚଳିତବର୍ଷ ହେବାକୁ ଥିବା ଆଇପିଏଲ ନିଲାମୀରେ ସାମିଲ ପାଇଁ ୬ଜଣ ଓଡିଆ ଖେଳାଳି ମନୋନୀତ ହୋଇଛନ୍ତି । ଏହି ୬ଜଣ ଖେଳାଳି ହେଲେ ଶୁଂଭ୍ରାଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି,…