ବ୍ରାହ୍ମଣୀ ନଦୀରେ ଯୁବକ ନିଖୋଜ, କୁମ୍ଭୀର ଟାଣି ନେଇଥିବା ସନ୍ଦେହ
ବ୍ରାହ୍ମଣୀ ନଦୀରେ ନିଖୋଜ ହୋଇଯାଇଛନ୍ତି ଜଣେ ଯୁବକ । ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି | ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନଳପାହି ଗ୍ରାମରେ | ନିଖୋଜ ଯୁବକ ଜଣଙ୍କ ନଳପାହୀ ଗ୍ରାମର…