ପବିତ୍ର ଶାମ୍ବଦଶମୀ
ଆଜି ପବିତ୍ର ଶାମ୍ବ ଦଶମୀ । ପୌଷମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବଦଶମୀ । ସନ୍ତାନମାନଙ୍କ ମଙ୍ଗଳ କାମନାକରି ମା’ ମାନେ ଘରେ ଘରେ ସୂର୍ଯ୍ୟଙ୍କୁ ପୂଜାର୍ଚନା କରିଥାନ୍ତି । ରୋଗରୁ ମୁକ୍ତି ପାଇଁ ମଧ୍ୟ ସୂର୍ଯ୍ୟପୁଜା କରାଯାଇଥାଏ । କିମ୍ବଦନ୍ତୀ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ପୁତ୍ର…