ଆଜି ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ

ଆଜି ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ

Spread this article

ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଅବସରରେ ସମସ୍ତ ଶ୍ରମିକ ଭାଇ ମାନଙ୍କୁ ଏନଏନଏସ ପରିବାର ତରଫରୁ ଶୁଭେଚ୍ଛା ଓ ଶୁଭକାମନା | ଶ୍ରମ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନେ କରିଥିବା କଠିନ ପରିଶ୍ରମକୁ ଚିହ୍ନିବା ହେଉଛି ଏହି ଦିନର ମୂଳ ଉଦ୍ଦେଶ୍ୟ |

#InternationalLabourDay #LabourDay2022 #Labour #NNSODIA

ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ସମଗ୍ର ଦୁନିଆ