ଚଳିତ ବର୍ଷଠାରୁ ଓଡ଼ିଆ ଭାଷାରେ ଉପଲବ୍ଧ ହେବ JEE ପ୍ରଶ୍ନପତ୍ର

ଚଳିତ ବର୍ଷଠାରୁ ଓଡ଼ିଆ ଭାଷାରେ ଉପଲବ୍ଧ ହେବ JEE ପ୍ରଶ୍ନପତ୍ର

Spread this article

ଚଳିତ ବର୍ଷଠାରୁ ଓଡ଼ିଆ ଭାଷାରେ ଉପଲବ୍ଧ ହେବ JEE ପ୍ରଶ୍ନପତ୍ର,ବିଭିନ୍ନ ଭାରତୀୟ ଭାଷା ସମେତ ଓଡ଼ିଆ ଭାଷାରେ ଉପଲବ୍ଧ ହେବ, ଓଡ଼ିଆ ଭାଷାରେ କରାଇବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ, ଏଥିରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସହମତି ପ୍ରକାଶ କରିଛି,ଟ୍ବିଟ୍‌ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ|

ଶିକ୍ଷା ଓ ନିଯୁକ୍ତି