ଲସ୍ ଆଞ୍ଜେଲସରେ ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ କରିବେ ଶାହାରୁଖ୍
ବଲିଉଡର ବାଦଶାହ ଶାହରୁଖ ଖାନ୍ କ୍ରିକେଟ୍ ପ୍ରତି କେତେ ଦିୱାନା ସମସ୍ତେ ଜାଣିଥାନ୍ତି । ଆଇପିଏଲ ଟିମ୍ କେକେଆରର ମାଲିକ ମଧ୍ୟ ବଲିଉଡ ଅଭିନେତା ଶାହରୁଖ | ଏପରିକି ଅନେକ ଥର ସେ ଷ୍ଟାଡ଼ିୟମରେ ମ୍ୟାଚ୍ ଦେଖୁଥିବାର ମଧ୍ୟ ନଜର ଆସନ୍ତି | ତେବେ ଶାହରୁଖ ଏକ ବିଶ୍ୱସ୍ତରୀୟ…