ଶାନ୍ତିର ବାର୍ତ୍ତା ଦିଏ ହିରୋସିମା ଦିବସ
ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ପ୍ରତିବର୍ଷ ଅଗଷ୍ଟ ୬କୁ ହିରୋସିମା ଦିବସ କୁହାଯାଏ । ଶାନ୍ତିର ରାଜନୀତିକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ବିଶ୍ୱ ହିରୋସିମା ଦିବସ ପାଳନକରେ । ହିରୋସିମା ବିସ୍ଫୋରଣକୁ ନେଇ ସଚେତନତା ସୃଷ୍ଟି କରିବା ନେଇ ଏହି ଦିନ ପାଳନ କରାଯାଏ । ଜାପାନ ସହରରେ…