ବଧୂ ସାଜିଲେ କନିକା
ମନୋରଞ୍ଜନ ସମଗ୍ର ଦୁନିଆ

ବଧୂ ସାଜିଲେ କନିକା

ବିବାହ ବନ୍ଧନରେ ବାନ୍ଧି ହେଲେ କନିକା କପୁର, ଧରିଲେ ଗୌତମଙ୍କ ହାବିବାହ ବନ୍ଧନରେ ବାନ୍ଧି ହେଲେ ବେବି ଡଲ୍‌ ଫେମ୍‌ ସିଙ୍ଗର କନିକା କପୁର । ବଲିଉଡର ଗାୟିକା କନିକା କପୁର ଗତକାଲି ଦ୍ୱିତୀୟ ବିବାହ କରିଛନ୍ତି। ତାଙ୍କ ବୟଫ୍ରେଣ୍ଡ ତଥା ବିଜନେସ ମ୍ୟାନ ଗୌତମଙ୍କ ହାତ ଧରିଛନ୍ତି…

ୟୁରୋପରେ ବ୍ୟାପୁଛି ମଙ୍କିପକ୍ସ ; ବିମାନ ବନ୍ଦରରେ ଆଲର୍ଟ ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
ଏନ ଏନ ଏସ ଓଡ଼ିଆ ସମଗ୍ର ଦୁନିଆ ସ୍ବାସ୍ଥ୍ୟ

ୟୁରୋପରେ ବ୍ୟାପୁଛି ମଙ୍କିପକ୍ସ ; ବିମାନ ବନ୍ଦରରେ ଆଲର୍ଟ ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଡରାଇଲାଣି ମଙ୍କିପକ୍ସ   କରୋନା ପରେ ଏବେ ଦେଶରେ ଚିନ୍ତା ବଢ଼ାଇଲାଣି ମଙ୍କି ପକ୍ସି । ଆମେରିକା ଓ ବ୍ରିଟେନ ସମେତ ଏକାଧିକ ଦେଶରେ ମଙ୍କିପକ୍ସ ଭୂତାଣୁ ବ୍ୟାପିବା ପରେ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର। ମଙ୍କିପକ୍ସ ଆକ୍ରାନ୍ତ ଦେଶରୁ ଆସୁଥିବା ଯେକୌଣସି ଅସୁସ୍ଥ ବ୍ୟକ୍ତିଙ୍କ ଉପରେ ସତର୍କ…

ଅନ୍ତର୍ଜାତୀୟ ଚା’ ଦିବସ; ଜାଣନ୍ତୁ ଏହି ଦିବସର ବିଶେଷତ୍ୱ
ଏନ ଏନ ଏସ ଓଡ଼ିଆ ମନୋରଞ୍ଜନ ସମଗ୍ର ଦୁନିଆ

ଅନ୍ତର୍ଜାତୀୟ ଚା’ ଦିବସ; ଜାଣନ୍ତୁ ଏହି ଦିବସର ବିଶେଷତ୍ୱ

ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟ ହୋଉଛି ଚା’ । ଚା ’ପାଇଁ ଲୋକଙ୍କ କ୍ରେଜ୍ କାହାକୁ ଅଛପା ନାହିଁ | ଅଧିକାଂଶ ଲୋକଙ୍କର ଦିନ କପେ ଚା’ରୁ ହିଁ ଆରମ୍ଭ ହୁଏ । ଏପରି ଘରକୁ କେହି ଅତିଥି ଆସିଲେ ଆଗ ଚା ’ ଖୋଜାଯାଇଥାଏ |ଚା’ର ଲୋକପ୍ରିୟତାକୁ…

ଅଙ୍ଗଦାନ କରି ଅମର ହେଲେ ୬ ବର୍ଷର ରୋଲି
ଚର୍ଚ୍ଚିତ ଖବର ଜାତୀୟ ସମଗ୍ର ଦୁନିଆ ସ୍ବାସ୍ଥ୍ୟ

ଅଙ୍ଗଦାନ କରି ଅମର ହେଲେ ୬ ବର୍ଷର ରୋଲି

ଏମ୍ସ ଇତିହାସର ସର୍ବ କନିଷ୍ଠ ଅଙ୍ଗଦାତ୍ରୀ, ୫ ଜଣ ପାଇବେ ନୂଆ ଜୀବନ     ବୟସ ମାତ୍ର ୬ ବର୍ଷ । ଜୀବନକୁ ଭଲ ଭାବେ ବୁଝିନଥିବା କଅଁଳ ପିଲା ବଞ୍ଚାଇପାରିବ ପାଞ୍ଚ ପାଞ୍ଚଟି ଅମୁଲ୍ୟ ଜୀବନ | ଜଣେ ଗରିବ ପିତାମାତା ସେମାନଙ୍କର ଛୋଟ ଝିଅକୁ…

କରୋନା ପରେ ଚିନ୍ତା ବଢ଼ାଇଲା ‘ମଙ୍କିପକ୍ସ’
ଏନ ଏନ ଏସ ଓଡ଼ିଆ ପ୍ରମୁଖ ଖବର ସମଗ୍ର ଦୁନିଆ ସ୍ବାସ୍ଥ୍ୟ

କରୋନା ପରେ ଚିନ୍ତା ବଢ଼ାଇଲା ‘ମଙ୍କିପକ୍ସ’

ବ୍ରିଟେନ ପରେ ‘ମଙ୍କିପକ୍ସ’ ଜାଲରେ ପ୍ରଥମ ଆମେରିକୀୟ ବିଶ୍ୱରେ କରୋନା ଭାଇରସ ସମ୍ପୂର୍ଣ୍ଣ ଲୋପ ପାଇନଥିବା ବେଳେ ପୁଣି ଏକ ନୂଆ ଭାଇରସ ଆତଙ୍କ ସୃଷ୍ଟି କରିଛି। | ପୁଣି ଲୋକଙ୍କ ଚିନ୍ତା ବଢ଼ାଇଛି ‘ମଙ୍କିପକ୍ସ’ | ବ୍ରିଟେନ ପରେ ବର୍ତ୍ତମାନ ଏହାର ମାମଲା ଆମେରିକାରେ ଚିହ୍ନଟ ହୋଇଛି।…

ସିରିଡି ସାଇ ମନ୍ଦିରରେ ୨ କୋଟି ଟଙ୍କାର ସୁନା ଦାନ କଲେ ଭକ୍ତ
ଚର୍ଚ୍ଚିତ ଖବର ସମଗ୍ର ଦୁନିଆ

ସିରିଡି ସାଇ ମନ୍ଦିରରେ ୨ କୋଟି ଟଙ୍କାର ସୁନା ଦାନ କଲେ ଭକ୍ତ

ସାଇ ବାବାଙ୍କୁ ୨ କୋଟି ଟଙ୍କାର ସୁନା ଦାନ ଠାକୁରଙ୍କୁ ଦାନ କରିବା ପୁଣ୍ୟ କାମ | ତେଣୁ ଭକ୍ତମାନେ ନିଜ ସାମର୍ଥ୍ୟ ଅନୁସାରେ କରିଥାନ୍ତି ଦାନ | କିନ୍ତୁ ଜଣେ ବଡ ଭକ୍ତ ସିରିଡି ସାଇ ବାବାଙ୍କୁ କରିଛନ୍ତି ୪ କିଲୋ ଓଜନର ସୁନା ଦାନ ।…

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ‘ହାତ’ ଛାଡିଲେ ହାର୍ଦ୍ଦିକ ପଟେଲ
ଏନ ଏନ ଏସ ଓଡ଼ିଆ ଖବର ଏବେ ଏବେ ରାଜନୀତି ସମଗ୍ର ଦୁନିଆ

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ‘ହାତ’ ଛାଡିଲେ ହାର୍ଦ୍ଦିକ ପଟେଲ

ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା। ହାତ ଛାଡିଲେ ହାର୍ଦ୍ଦିକ ପଟେଲ। କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ହାର୍ଦ୍ଦିକ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ହାର୍ଦ୍ଦିକ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ଦେବା ସହ କଂଗ୍ରେସକୁ କରିଛନ୍ତି ଟାର୍ଗେଟ ।…

୩୧ ବର୍ଷ ପରେ ଜେଲରୁ ବାହାରିବେ ରାଜୀବଙ୍କ ହତ୍ୟାକାରୀ ଏଜି ପେରାରିଭାଲନ
ଅପରାଧ ଏନ ଏନ ଏସ ଓଡ଼ିଆ ତାଜା ଖବର ସମଗ୍ର ଦୁନିଆ

୩୧ ବର୍ଷ ପରେ ଜେଲରୁ ବାହାରିବେ ରାଜୀବଙ୍କ ହତ୍ୟାକାରୀ ଏଜି ପେରାରିଭାଲନ

ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ୩୧ ବର୍ଷ ପରେ ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏ.ଜି. ପେରାରିଭାଲନ । ପେରାରିଭାଲନଙ୍କୁ ମୁକ୍ତ କରିବା ପାଇଁ ବୁଧବାର ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ତେବେ ୩୧ ବର୍ଷ ଧରି ବନ୍ଦୀ ଜୀବନ ବିତାଉଥିବା ଏଜି…

‘ମା’କୁ ରଖିବା ପାଇଁ ବଡ଼ଘର ନୁ‌ହେଁ, ବଡ଼ ହୃଦୟ ଦରକାର’
ଏନ ଏନ ଏସ ଓଡ଼ିଆ ଚର୍ଚ୍ଚିତ ଖବର ସମଗ୍ର ଦୁନିଆ

‘ମା’କୁ ରଖିବା ପାଇଁ ବଡ଼ଘର ନୁ‌ହେଁ, ବଡ଼ ହୃଦୟ ଦରକାର’

ପାରିବାରିକ ବିବାଦର ବିଚାର କରି ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ 'ମା’କୁ ରଖିବା ପାଇଁ ବଡ଼ଘର ନୁ‌ହେଁ, ବଡ଼ ହୃଦୟ ଦରକାର' ଜଣେ ମାଆର ଯତ୍ନ ନେବା ଏବଂ ଦେଖାଶୁଣା କରିବା ପାଇଁ ଏକ ବଡ଼ ଘର ନୁହେଁ, ବରଂ ଏକ ବଡ଼ ହୃଦୟ ଦରକାର। ଜଣେ ବୃଦ୍ଧ ମହିଳାଙ୍କ…

ଦେଶରେ ବଢୁଛି ମନ୍ଦିର- ମସଜିଦ ବିବାଦ
ଏନ ଏନ ଏସ ଓଡ଼ିଆ ଚର୍ଚ୍ଚିତ ଖବର ପ୍ରମୁଖ ଖବର ସମଗ୍ର ଦୁନିଆ

ଦେଶରେ ବଢୁଛି ମନ୍ଦିର- ମସଜିଦ ବିବାଦ

ଜ୍ଞାନବାପୀ ପରେ ଏବେ ମଥୁରା ମସଜିଦ ସିଲ୍‌ କରିବାକୁ ଦାବି ଦେଶରେ ବଢୁଛି ମନ୍ଦିର- ମସଜିଦ ବିବାଦ | କିଛିଦିନ ହେବ ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦ ପରେ ଏବେ ମଥୁରାର ବିବାଦୀୟ ଇଦ୍‌ଗାହ ​​ମସଜିଦକୁ ନେଇ ଆରମ୍ଭ ହୋଇଛି ରାଜନୀତି | ଜ୍ଞାନବାପୀ ମସଜିଦ…