ଯୁବପିଢିଙ୍କ ପାଇଁ ପ୍ରେରଣା ସ୍ମୃତିରଞ୍ଜନ ; ଚାକିରୀ ଛାଡି ଖୋଲିଲେ ଗୋପାଳନ ଫାର୍ମ
ନିଶା ଆଗରେ ତୁଛ ହେଲା ମୋଟା ଅଙ୍କର ଦରମା | ଇଞ୍ଜିନିୟର ଚାକିରୀ ଛାଡି ସାଜିଲେ ସଫଳ ଗୋପାଳକ |ଏବେ ଯୁବପିଢ଼ି ଚାକିରୀ ମୁହାଁ ହୋଇ ନିଜ ଭିଟା ମାଟି ଛାଡ଼ୁଛନ୍ତି | କିନ୍ତୁ ଯୁବପିଢିଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ…