ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ ରଖିଲେ ବର୍ଷା ହେବ : ସ୍ୱାମୀ ଚକ୍ରବର୍ତ୍ତୀ ମହାରାଜ
ଜଳୁଛି ଦେଶର ରାଜଧାନୀ ଦିଲ୍ଲୀ | ସହରର ପାରଦ ଏବେ ୪୫ ଡିଗ୍ରୀ ଛୁଇଁଛି | ପ୍ରବଳ ତାତି ଯୋଗୁ ଘରୁ ବାହାରି ପାରୁନାହାନ୍ତି ରାଜଧାନୀବାସୀ | ଏହି ସମୟରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ସଭାପତି ସ୍ୱାମୀ ଚକ୍ରବର୍ତ୍ତୀ ମହାରାଜ ଏକ ଅଜବ ବୟାନ ଦେଇଛନ୍ତି |…