ଭାରତୀୟ ରେଲୱେକୁ ବ୍ରିଟେନର ଏକ ଘରୋଇ କମ୍ପାନୀକୁ ଦେବାକୁ ପଡ଼େ ପ୍ରତିବର୍ଷ ଟିକସ ରେଳ ଟ୍ରାକ୍ ଉପରେ ଆଜି ବି ରହିଛି ବ୍ରିଟିଶଙ୍କ ଅଧିକାର !
ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚଳାଚଳ କରଥାଏ । ଲକ୍ଷ ଲକ୍ଷ ଲୋକ ଏଥିରେ ଯାତ୍ରା କରନ୍ତି । ଆପଣ ଅନେକ ରେଳ ଟ୍ରାକ୍ ବିଷୟରେ ଶୁଣିଥିବେ, ଯାହା ଅତି ଦୁର୍ଗମ ଅଞ୍ଚଳରେ ନିର୍ମିତ ହୋଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ରେଳ…