ସ୍କୁଲରେ ଲାଗିଲା ନିଆଁ, ଜଳି ଗଲା କମ୍ପ୍ୟୁଟର ଓ ଶିକ୍ଷା ସାମଗ୍ରୀ
ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ରାଜ୍ୟ

ସ୍କୁଲରେ ଲାଗିଲା ନିଆଁ, ଜଳି ଗଲା କମ୍ପ୍ୟୁଟର ଓ ଶିକ୍ଷା ସାମଗ୍ରୀ

ହୁତୁ ହୋଇ ଜଳିଲା ସରକାରୀ ସ୍କୁଲ | ବିଦ୍ୟୁତ ସଟ ସର୍କିଟ ଯୋଗୁ ଘଟିଛି ଅଗ୍ନିକାଣ୍ଡ | କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସ୍ଥିତ କୁଦଗଡିଆ ଉଚ୍ଚ ବିଦ୍ୟାଳୟର କମ୍ପ୍ୟୁଟର ରୁମରେ ଲାଗିଯାଇଥିଲା ନିଆଁ | ଫଳରେ ନିଆଁରେ ଜଳିଯାଇଛି ବହୁ କମ୍ପ୍ୟୁଟର ଓ ଶିକ୍ଷା ସାମଗ୍ରୀ |…

ବ୍ରାହ୍ମଣୀ ନଦୀରେ ଯୁବକ ନିଖୋଜ, କୁମ୍ଭୀର ଟାଣି ନେଇଥିବା ସନ୍ଦେହ
ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ରାଜ୍ୟ

ବ୍ରାହ୍ମଣୀ ନଦୀରେ ଯୁବକ ନିଖୋଜ, କୁମ୍ଭୀର ଟାଣି ନେଇଥିବା ସନ୍ଦେହ

ବ୍ରାହ୍ମଣୀ ନଦୀରେ ନିଖୋଜ ହୋଇଯାଇଛନ୍ତି ଜଣେ ଯୁବକ । ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି | ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନଳପାହି ଗ୍ରାମରେ | ନିଖୋଜ ଯୁବକ ଜଣଙ୍କ ନଳପାହୀ ଗ୍ରାମର…

ଚଳନ୍ତା ପେଟ୍ରୋଲ ଟ୍ୟାଙ୍କରରେ ଲାଗିଲା ନିଆଁ
ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ରାଜ୍ୟ

ଚଳନ୍ତା ପେଟ୍ରୋଲ ଟ୍ୟାଙ୍କରରେ ଲାଗିଲା ନିଆଁ

ଚଳନ୍ତା ପେଟ୍ରୋଲ ଟ୍ୟାଙ୍କରରେ ଲାଗିଲା ନିଆଁ। ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର | ନିଆଁକୁ ଦେଖି ଡ୍ରାଇଭର ଜଣକ ଗାଡିରୁ ଡେଇଁ ପଡିଥିଲେ | ଫଳରେ ଅଳ୍ପକେ ରକ୍ଷା ପାଇଯାଇଥିଲା ଜୀବନ | ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଆସି ନିଆଁ…

ମାଟ୍ରିକ ପରୀକ୍ଷା ଚିନ୍ତା : ରଶି ଲଗାଇ ଆତ୍ମହତ୍ୟା କଲେ ଛାତ୍ର
ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ରାଜ୍ୟ

ମାଟ୍ରିକ ପରୀକ୍ଷା ଚିନ୍ତା : ରଶି ଲଗାଇ ଆତ୍ମହତ୍ୟା କଲେ ଛାତ୍ର

ରାଜ୍ୟରେ ଚାଲିଛି ମାଟ୍ରିକ ପରୀକ୍ଷା | ପିଲାମାନେ ପାଠପଢ଼ାରେ ବ୍ୟସ୍ତ | ଏହି ସମୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି | ମାଟ୍ରିକ ପରୀକ୍ଷା ଚିନ୍ତା ଯୋଗୁ ଜଣେ ଛାତ୍ର ରଶି ଲଗାଇ କରିଛନ୍ତି ଆତ୍ମହତ୍ୟା | ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା…

ଆଫାଗାନିସ୍ତାନରେ ମସଜିଦରେ ବିସ୍ଫୋରଣ ଘଟି ୫୦ରୁ ଉର୍ଦ୍ଧ୍ୱ ମୃତ
ଅପରାଧ ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ସମଗ୍ର ଦୁନିଆ

ଆଫାଗାନିସ୍ତାନରେ ମସଜିଦରେ ବିସ୍ଫୋରଣ ଘଟି ୫୦ରୁ ଉର୍ଦ୍ଧ୍ୱ ମୃତ

ଆଫଗାନିସ୍ତାନରେ ମସଜିଦଗୁଡିକୁ ଟାର୍ଗେଟ କରାଯାଉଛି । ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ କାବୁଲର ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି । ନମାଜ ପଢ଼ିବା ବେଳେ ମସଜିଦରେ ବିସ୍ଫୋରଣ ଯୋଗୁ ୫୦ ଜଣଙ୍କ ମୃତ୍ୟୁ ହୋଇଛି | ଏଥିରେ ବହୁ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣ ଏଠିକାର ଏକ…

ସନ୍ଦେହ ବଢ଼ାଉଛି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣା: ପକେଟ ଯାଞ୍ଚ କରାଯିବା ଭିଡିଓ ଭାଇରାଲ୍
ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସନ୍ଦେହ ବଢ଼ାଉଛି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣା: ପକେଟ ଯାଞ୍ଚ କରାଯିବା ଭିଡିଓ ଭାଇରାଲ୍

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟଣାରେ ଆଜି ସାମ୍ନାକୁ ଆସିଛି ଏକ ନୂଆ ତଥ୍ୟ । ଡାକ୍ତରୀ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେବା ବଦଳରେ ତାଙ୍କ ପକେଟ ଯାଞ୍ଚ କରାଯାଉଛି | ନିଶାନ୍ତଙ୍କ ମୃତଦେହ ତଳେ ପଡିଥିବା ବେଳେ…

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣା ; ମିଳିଲା ୨ ନିଖୋଜଙ୍କ ମୃତଦେହ
ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ରାଜ୍ୟ

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣା ; ମିଳିଲା ୨ ନିଖୋଜଙ୍କ ମୃତଦେହ

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଯିବାରୁ ନିଖୋଜ ଥିବା ୨ ଜଣକ ମୃତଦେହ ମିଳିଛି | ବୁଧବାର ସକାଳୁ ଜଳଭଣ୍ଡାରରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦୁଇଜଣ ହେଲେ ଜଗନ୍ନାଥ ଗୋଲାରୀ (୧୯) ଏବଂ ପିତାମ୍ବର ମୁଦୁଲି (୧୯) | ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ…

ରଥ ଟଣା ବେଳେ ବିଦ୍ୟୁତ୍‌ ତାର ବାଜି ଚାଲିଗଲା ୧୦ ଜୀବନ
ଏନ ଏନ ଏସ ଓଡ଼ିଆ ଜାତୀୟ ଦୁର୍ଘଟଣା

ରଥ ଟଣା ବେଳେ ବିଦ୍ୟୁତ୍‌ ତାର ବାଜି ଚାଲିଗଲା ୧୦ ଜୀବନ

ତାମିଲନାଡ଼ୁରେ ରଥଯାତ୍ରା ବେଳେ ଘଟିଛି ବଡ଼ ଧରଣର ଅଘଟଣ । ମନ୍ଦିରରେ ଶୋଭାଯାତ୍ରାବେଳେ ବିଦ୍ୟୁତ ଆଘାତରେ ଦୁଇ ଶିଶୁଙ୍କ ସମେତ ପ୍ରାଣ ହରାଇଛନ୍ତି ୧୦ ଜଣ । ବୁଧବାର ସକାଳେ ତାମିଲନାଡୁର ତାଞ୍ଜାଭୋର ଜିଲ୍ଲାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ଏହି ଦୁର୍ଘଟଣାରେ ବହୁ ଶ୍ରଦ୍ଧାଳୁ…

ସ୍ଵାଭିମାନ ଅଞ୍ଚଳରେ ବୁଡିଗଲା ଦେଶୀ ଡ଼ଙ୍ଗା ; ୨ ନିଖୋଜ
ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ରାଜ୍ୟ

ସ୍ଵାଭିମାନ ଅଞ୍ଚଳରେ ବୁଡିଗଲା ଦେଶୀ ଡ଼ଙ୍ଗା ; ୨ ନିଖୋଜ

ବାଲିମେଳା ଜଳଭଣ୍ଡାରରେ ଆଜି ବୁଡି ଯାଇଛି ଡଙ୍ଗା | ଡଙ୍ଗା ବୁଡିବା ଯୋଗୁ ନିଖୋଜ ହୋଇଯାଇଛନ୍ତି ଦୁଇ ବ୍ୟକ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ଵାଭିମାନ ଅଂଚଳରେ ବାଲିମେଳା ଜଳଭଣ୍ଡାରରେ ଘଟିଛି ଏହି ଦୁର୍ଘଟଣା | ନିଖୋଜ ଥିବା ବ୍ୟକ୍ତି ହେଉଛନ୍ତି ଅଣ୍ଡରାପାଲି ଗ୍ରାମ ପଂଚାୟତର ଓରାପଦର…

ଗୋଟିଏ ବର୍ଷ ଭିତରେ ଦୁଇ ଜଣଙ୍କ ଆତ୍ମହତ୍ୟାକୁ ନେଇ ମେଡିକାଲ କଲେଜ ଡିନଙ୍କୁ ଭେଟିଛି ଆକ୍ସନ କମିଟି
ଏନ ଏନ ଏସ ଓଡ଼ିଆ ଦୁର୍ଘଟଣା ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗୋଟିଏ ବର୍ଷ ଭିତରେ ଦୁଇ ଜଣଙ୍କ ଆତ୍ମହତ୍ୟାକୁ ନେଇ ମେଡିକାଲ କଲେଜ ଡିନଙ୍କୁ ଭେଟିଛି ଆକ୍ସନ କମିଟି

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି | ଗୋଟିଏ ବର୍ଷ ଭିତରେ ଦୁଇ ଦୁଇ ଜଣଙ୍କ ଆତ୍ମହତ୍ୟାକୁ ନେଇ ଆଜି ମେଡିକାଲ କଲେଜ ଅଧ୍ୟକ୍ଷା ତଥା ଡିନଙ୍କୁ ଭେଟିଛି ବଲାଙ୍ଗୀର ଆକ୍ସନ କମିଟି | କମିଟିର ୧୧…