ଦେଶରେ ବଢୁଛି ମନ୍ଦିର- ମସଜିଦ ବିବାଦ
ଜ୍ଞାନବାପୀ ପରେ ଏବେ ମଥୁରା ମସଜିଦ ସିଲ୍ କରିବାକୁ ଦାବି ଦେଶରେ ବଢୁଛି ମନ୍ଦିର- ମସଜିଦ ବିବାଦ | କିଛିଦିନ ହେବ ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦ ପରେ ଏବେ ମଥୁରାର ବିବାଦୀୟ ଇଦ୍ଗାହ ମସଜିଦକୁ ନେଇ ଆରମ୍ଭ ହୋଇଛି ରାଜନୀତି | ଜ୍ଞାନବାପୀ ମସଜିଦ…