ମୁସଲିମ ଯୁବତୀଙ୍କୁ ବିବାହ କରିବାରୁ ହିନ୍ଦୁ ଯୁବକଙ୍କୁ ରଡ଼ରେ ପିଟି ହତ୍ୟା
ପ୍ରେମ ମାନେନି ଜାତି, ଧର୍ମର ବାଡ଼ ବନ୍ଧନ | ପ୍ରେମ କରେନି ରଙ୍ଗ ରୂପର ବାଛବିଚାର । କିନ୍ତୁ ଅନେକ ସମୟରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ପାଚେରି ଠିଆ କରେ ଧର୍ମ । ଉଭୟଙ୍କ ଏହି ଶାଶ୍ୱତ ପ୍ରେମକୁ ସ୍ୱୀକାର କରିପାରନ୍ତିନି ପରିବାର ଲୋକେ | ଉଭୟଙ୍କୁ ଅଲଗା…