ସ୍ୱାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର; ମେଡିକାଲ ଅଛି, ନାହାନ୍ତି ଡାକ୍ତର !
ପୁଣି ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର | ମେଡିକାଲ ଅଛି, ହେଲେ ନାହାନ୍ତି ଡାକ୍ତର କି କର୍ମଚାରୀ | ରୋଗୀ ଆସୁଛନ୍ତି, କିନ୍ତୁ ଚିକିତ୍ସା ନପାଇ ଫେରିକି ଯାଉଛନ୍ତି | ଗତକାଲି ସନ୍ଧ୍ୟାରେ ପ୍ରସବ ବେଦନା ହେବାରୁ ଜଣେ ଗର୍ଭବତୀ ମେଡିକାଲରେ ପହଂଚିଥିଲେ | ହେଲେ…