NNS ଓଡିଆ
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ
No Result
View All Result
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ
No Result
View All Result
NNS ଓଡିଆ
No Result
View All Result
Home ଅପରାଧ

ନିଖୋଜ ନାବାଳକ ବିଳାସପୁରରେ

nnsodia by nnsodia
10/04/2023
in ଅପରାଧ, ଏନ ଏନ ଏସ ଓଡ଼ିଆ, ପ୍ରମୁଖ ଖବର, ରାଜ୍ୟ
Reading Time: 1 min read
0
0
ନିଖୋଜ ନାବାଳକ ବିଳାସପୁରରେ
0
SHARES
0
VIEWS
Share on FacebookShare on WhatsappShare on Twitter

ଝାରସୁଗୁଡା,୧୦.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଝାରସୁଗୁଡାରୁ ନିଖୋଜ ନାବାଳକ ବିଳାସପୁରରେ ଠାବ ହୋଇଥିବା ସୂଚନା ମିଳିଛି । ବିଳାସପୁରରେ ଠାବ ହୋଇଥିବା କହିଛନ୍ତି ଝାରସୁଗୁଡା ଏସପି । ତାଙ୍କୁ କେହି ଅପହରଣ କରିନଥିଲେ ବରଂ ସେ ନିଜ ଇଚ୍ଛାରେ ଟ୍ରେନରେ ଯାଉଥିଲେ । ତେବେ ଠାବ ହୋଇଥିବା ନାବାଳକକୁ ଆଣିବା ପାଇଁ ପୋଲିସ ଟିମ୍ ଯାଉଛି । ସୂଚନାଯୋଗ୍ୟ କି ବୁରୋମାଲ ଅଂଚଳରେ ନାବାଳକର ୭ ତାରିଖରୁ ପତ୍ତା ମିଳୁନଥିଲା । ଅପହରଣ କରାଯାଇଥିବା ନେଇ ପରିବାର ପକ୍ଷରୁ ଏତଲା ହୋଇଥିଲା । ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ଅପହରଣ ମାମଲା ରୁଜୁ ହୋଇଥିଲା । ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରଓ୍ଵାଲ ଅପହରଣ ଓ ହତ୍ୟା ଘଟଣା ପରେ ପୁଣି ଜଣେ ନାବାଳକ ନିଖୋଜ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

Plugin Install : Subscribe Push Notification need OneSignal plugin to be installed.
nnsodia

nnsodia

NEWS| CURRENT AFFAIRS|POLITICS| INTERNATIONAL| NATIONAL|REGIONAL| VIEWS|DEBATE|OPINION POLL| LIFESTYLE| HERITAGE| TOURISM|SPORTS|MUSIC| ENTERTAINMENT|BUSINESS|ARTICLES|POETRY|LITERATURE|STORY TELLING|STANDUP| VLOGS|PHOTOGRAPHY|AUTOMOBILE|INDUSTRIES|GOSSIP|MOVIES|

Related Posts

ଟ୍ରକ୍‌କୁ ପିଟିଲା କାର୍: ଗଲା ୩ ଜୀବନ
News

ଟ୍ରକ୍‌କୁ ପିଟିଲା କାର୍: ଗଲା ୩ ଜୀବନ

02/12/2023
ନୂଆପଡ଼ାରେ ଲାଗିଲା ମାତ୍ତ ବ୍ୟାନର
News

ନୂଆପଡ଼ାରେ ଲାଗିଲା ମାତ୍ତ ବ୍ୟାନର

02/12/2023
ନିର୍ବାଚନ ମଣ୍ଡଳୀରୁ ବଡ଼ ଘୋଷଣା : ଡିସେମ୍ବର ୩ରେ ହେବନି ଗଣତି
News

ନିର୍ବାଚନ ମଣ୍ଡଳୀରୁ ବଡ଼ ଘୋଷଣା : ଡିସେମ୍ବର ୩ରେ ହେବନି ଗଣତି

02/12/2023
  • About
  • Advertise
  • Careers
  • Contact
Call us: +91 9437055221

© 2023 NNS Odia - Designed by TT INFOTECHS.

No Result
View All Result
  • ତାଜା ଖବର
  • ଟ୍ରେଣ୍ଡିଂ ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଜାତୀୟ
  • ସମଗ୍ର ଦୁନିଆ
  • କ୍ରୀଡ଼ା
  • ବାଣିଜ୍ୟ
    • ଜୀବନଚର୍ଯ୍ୟା
    • ଜ୍ୟୋତିଷ
  • ମନୋରଞ୍ଜନ
    • ଭିଡ଼ିଓ ଗ୍ୟାଲେରି
  • ଶିକ୍ଷା ଓ ନିଯୁକ୍ତି
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ସ୍ବାସ୍ଥ୍ୟ
  • ଅତିଥି ସ୍ତମ୍ଭ

© 2023 NNS Odia - Designed by TT INFOTECHS.

Welcome Back!

Login to your account below

Forgotten Password? Sign Up

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.
All fields are required. Log In

Retrieve your password

Please enter your username or email address to reset your password.

Log In

Add New Playlist

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.