ହେପାଟାଇଟିସ ରୋଗର ଜନ ସଚେତନ ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ who ଦ୍ୱାରା ୨୮ ଜୁଲାଇ ଦିନଟିକୁ ବିଶ୍ୱ ହେପାଟାଇଟିସ ଦିବସ ଭାବେ ଘୋଷଣା କରାଯାଇଛି ।ମେ ୨୦୧୦ ମସିହାରେ WHO ଦ୍ୱାରା ପାଳନ କରାଯାଇଥିବା 63 ତମ ୱାର୍ଲଡ଼ ହେଲଥ ଆସେମ୍ବଲିରେ ଏକ ରିଜୋଲେସନ ପାସ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଜୁଲାଇ ୨୮ ତାରିଖ ଦିନ ବିଶ୍ୱ ହେପାଟାଇଟିସ ଦିବସ ଭାବେ ପାଳନ କରାଯାଉଛି ।
#WorldHepatitisDay2021 #WorldHepatitisDay #NNSODIA