ମେଷ
ଆଜି ଦିନଟି ଭଲରେ କଟିବ । ପାରିବାରିକ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ଉତ୍ତୀର୍ଣ୍ଣ ହୋଇପାରେ । ବ୍ୟବସାୟରେ ଲାଭାବନ୍ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁ ମିଳନର ଯୋଗ ଅଛି । ମହିଳାମାନେ ଧର୍ମକାର୍ଯ୍ୟରେ ସମୟ କାଟିବେ । ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ ।
ବୃଷ
ଏହି ରାଶିର ଲୋକଙ୍କ ପାଇଁ ଆଦି ଦିନଟି କଠିନ ରହିବ । ପରିବାରରେ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖାଦେଇପାରେ । କର୍ମକ୍ଷେତ୍ରରେ ସହକର୍ମୀମାନେ ଅସୁବିଧାରେ ପକାଇପାରନ୍ତି । ବ୍ୟବସାୟରେ ନିଜ ଲୋକମାନେ ହଇରାଣରେ ପକାଇବେ । ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି ।
ମିଥୁନ
ଗବେଷଣା ଉଦ୍ଦେଶ୍ୟରେ ଲିପ୍ତ ରହିବେ । ଶରୀର ଅସୁସ୍ଥ ରହିବ । କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବା ଯୋଗ ଅଛି । ପରିବାରରେ ଶାନ୍ତି ଦେଖାଦେବ । ବ୍ୟବସାୟରେ ଯଥେଷ୍ଟ ଲାଭ ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦୁଃଖ ପାଇବେ ।
କର୍କଟ
କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ । ପରିବାରିକ କଳହ ସୃଷ୍ଟି ହେବ । ସ୍ୱାସ୍ଥ୍ୟ ଭଲ ରହିନପାରେ । ବ୍ୟବସାୟରେ ସତର୍କତା ସହ ଚଳନ୍ତୁ । କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି । ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହେବେ ।
ସିଂହ
ଆଦଜି ଦିନଟି ଭଲ ରହି ନପାରେ । ସ୍ୱାସ୍ଥ୍ୟଭଲ ରହି ନପାରେ । ପାରିବାରିକ ଅସୁବିଧା ସୃଷ୍ଟି ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ବିଫଳ ହେବ । ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ରହିବ ।
କନ୍ୟା
କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଲାଭବାନ୍ ହେବେ । ପରିବାରରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁମାନ ସାହାଯ୍ୟ କରିପାରନ୍ତି । ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ । ମହିଳାମାନେ ଅତ୍ୟନ୍ତ ଖୁସି ହେବେ ।
ତୁଳା
କର୍ମକ୍ଷେତ୍ରରେ ଅଯଥା ଶତ୍ରୁତା ସୃଷ୍ଟି ହେବ । ବ୍ୟବସାୟରେ ଅପମାନିତ ହୋଇପାରନ୍ତି । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ପାରିବାରିକ କଳହ ଲାଗିପାରେ । ଖର୍ଚ୍ଚାନ୍ତରେ ପଡ଼ି ବ୍ୟସ୍ତ ହୋଇପାରନ୍ତି । ମହିଳା ଓ ଛାତ୍ରୀମାନେ ଖୁସିରେ ସମୟ କାଟିବେ ।
ବିଛା
ଭୂଲ ସିଦ୍ଧାନ୍ତ ନେଇ ଖର୍ଚ୍ଚନ୍ତାରେ ପଡ଼ିବେ । ସତପ୍ରେରଣା ପାଇପାରନ୍ତି । ମାନସିକ ଚିନ୍ତା ଦୂର ହେବ । ଆଗ୍ରହ ହରାଇବେ । ଉତ୍ସବାଦିରେ ଯୋଗ ଦେବେ । ଆଳସ୍ୟ ଅନୁଭବ କରିବେ ।
ଧନୁ
ବ୍ୟବସାୟରେ ଆୟ ଓ ବ୍ୟୟ ବଢ଼ିବ । ଆଶା ସଫଳ ହେବ । ଅଭିଜ୍ଞତା କାମରେ ଲଗାଇବେ । ଅଚାନକ ବିବାଦରେ ପଡ଼ିପାରନ୍ତି । ବନ୍ଧୁ ପ୍ରତି ସନ୍ଦେହ ସୃଷ୍ଟି ହେବ । କାର୍ଯ୍ୟରେ ଉନ୍ନତି ଘଟିପାରେ ।
ମକର
ଆଜି ଯେକୌଣସି କାମରେ ଆବେଦନ କରି ମଧ୍ୟ ସହାୟତା ମିଳିବ ନାହିଁ । କାର୍ଯ୍ୟରେ ଉନ୍ନତି ଘଟିପାରେ । ଦିନସାରା ଅଶାନ୍ତିରେ ରହିପାରନ୍ତି । ସତର୍କ ଅବଲମ୍ବନ କରିବେ ।
କୁମ୍ଭ
ତରବରରେ କ୍ଷତିରେ ପଡ଼ିବେ । ଅଟକିଥିବା କାର୍ଯ୍ୟରେ ଆଗେଇବେ । ଆର୍ଥିକ ସମସ୍ୟା ଦେଖାଦେବ । ନିଜ କାର୍ଯ୍ୟରେ ସମୀକ୍ଷା କରିବେ । ଆତ୍ମବିଶ୍ୱାସ ହରାଇପାରନ୍ତି ।
ମୀନ
ବିଶୃଙ୍ଖଳା ଭିତରେ କାର୍ଯ୍ୟ ହେବ ନାହିଁ । ଚାପରେ ପଡ଼ି କାର୍ଯ୍ୟ କରିବେ । ଦକ୍ଷତାର ଉପଯୋଗ କରିବେ । ଆକସ୍ମିକ କଳହରେ ପଡ଼ିବେ । ଚିନ୍ତାରୁ ମୁକ୍ତି ପାଇବେ । ମହିଳା ଓ ଛାତ୍ରଛାତ୍ରୀମାନେ ଚିନ୍ତାରୁ ମୁକ୍ତି ପାଇବେ ।