୩୧ ବର୍ଷ ପରେ ଜେଲରୁ ବାହାରିବେ ରାଜୀବଙ୍କ ହତ୍ୟାକାରୀ ଏଜି ପେରାରିଭାଲନ
ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ୩୧ ବର୍ଷ ପରେ ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏ.ଜି. ପେରାରିଭାଲନ । ପେରାରିଭାଲନଙ୍କୁ ମୁକ୍ତ କରିବା ପାଇଁ ବୁଧବାର ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ତେବେ ୩୧ ବର୍ଷ ଧରି ବନ୍ଦୀ ଜୀବନ ବିତାଉଥିବା ଏଜି…