IPS ପୂଜାଙ୍କ କାହାଣୀ ଫରେନ ଚାକିରି ଛାଡି ଦେଶ ସେବାରେ !!! #NNSODIA
ନାରୀ ସଂଘର୍ଷର ଅନ୍ୟନାମ... ଜୀବନରେ ଆସୁଥିବା ଝଡ ଝଞ୍ଜା ସହ ସଂଘର୍ଷ କରି ଯିଏ ଆଗକୁ ଯାଇଥାଏ ତାକୁ ସଫଳତା ପଥରେ ଅଟକାଇବାକୁ କିଏ ବା ରୋକ ଲଗାଇପାରେ। ସଫଳତା ପଥରେ ସଫଳତା ପୂର୍ବରୁ ଯେତେ ବାଧା ବିଘ୍ନ ଥିଲେ ବି ଯିଏ ଏସବୁକୁ ସାମ୍ନାସାମ୍ନି ପରାସ୍ତ କରି…