ଏମିତି ବାହାଘର, ବିନା ନିମନ୍ତ୍ରଣରେ ଆସିଲେ ହଜାର ହଜାର ଅତିଥି
ରବନେ ବନାଦି ଯୋଡି | କୁହାଯାଏ ସ୍ଵର୍ଗରେ ସ୍ଥିର ହୋଇଥାଏ ଯୋଡି | ପ୍ରତି ପୁଅ ଝିଅଙ୍କ ପାଇଁ ପୂର୍ବରୁ ବଛା ହୋଇସାରିଥାଏ ଜୀବନସାଥୀ | ଯିଏ ଯାହା ପାଇଁ ସ୍ଥିର ହୋଇଥାନ୍ତି ସିଏ କେମିତି ନା କେମିତି ବୁଲି ବୁଲି ଆସି ତାଙ୍କ ପାଖରେ ପହଞ୍ଚିଯାଏ ।…