ବଧୂ ସାଜିଲେ କନିକା
ମନୋରଞ୍ଜନ ସମଗ୍ର ଦୁନିଆ

ବଧୂ ସାଜିଲେ କନିକା

ବିବାହ ବନ୍ଧନରେ ବାନ୍ଧି ହେଲେ କନିକା କପୁର, ଧରିଲେ ଗୌତମଙ୍କ ହାବିବାହ ବନ୍ଧନରେ ବାନ୍ଧି ହେଲେ ବେବି ଡଲ୍‌ ଫେମ୍‌ ସିଙ୍ଗର କନିକା କପୁର । ବଲିଉଡର ଗାୟିକା କନିକା କପୁର ଗତକାଲି ଦ୍ୱିତୀୟ ବିବାହ କରିଛନ୍ତି। ତାଙ୍କ ବୟଫ୍ରେଣ୍ଡ ତଥା ବିଜନେସ ମ୍ୟାନ ଗୌତମଙ୍କ ହାତ ଧରିଛନ୍ତି…

ଅନ୍ତର୍ଜାତୀୟ ଚା’ ଦିବସ; ଜାଣନ୍ତୁ ଏହି ଦିବସର ବିଶେଷତ୍ୱ
ଏନ ଏନ ଏସ ଓଡ଼ିଆ ମନୋରଞ୍ଜନ ସମଗ୍ର ଦୁନିଆ

ଅନ୍ତର୍ଜାତୀୟ ଚା’ ଦିବସ; ଜାଣନ୍ତୁ ଏହି ଦିବସର ବିଶେଷତ୍ୱ

ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟ ହୋଉଛି ଚା’ । ଚା ’ପାଇଁ ଲୋକଙ୍କ କ୍ରେଜ୍ କାହାକୁ ଅଛପା ନାହିଁ | ଅଧିକାଂଶ ଲୋକଙ୍କର ଦିନ କପେ ଚା’ରୁ ହିଁ ଆରମ୍ଭ ହୁଏ । ଏପରି ଘରକୁ କେହି ଅତିଥି ଆସିଲେ ଆଗ ଚା ’ ଖୋଜାଯାଇଥାଏ |ଚା’ର ଲୋକପ୍ରିୟତାକୁ…

ଆଉ ପରଦାରେ  ଦେଖିବାକୁ ମିଳିବ ନାହିଁ ଲୋକପ୍ରିୟ ଟିଭି ଶୋ’ ‘କଫି ୱିଥ କରନ୍‌’
ଏନ ଏନ ଏସ ଓଡ଼ିଆ ଜାତୀୟ ମନୋରଞ୍ଜନ

ଆଉ ପରଦାରେ ଦେଖିବାକୁ ମିଳିବ ନାହିଁ ଲୋକପ୍ରିୟ ଟିଭି ଶୋ’ ‘କଫି ୱିଥ କରନ୍‌’

ବନ୍ଦ ହୋଇଯିବ ଲୋକପ୍ରିୟ ଟିଭି ଶୋ’ ‘କଫି ୱିଥ କରନ୍‌’। ଆଉ ପରଦାରେ ଦେଖିବାକୁ ମିଳିବ ନାହିଁ ଏହି କାର୍ଯ୍ୟକ୍ରମ । ସେଲେବ୍ରିଟିଙ୍କ ସିକ୍ରେଟ୍‌ ମଧ୍ୟ ହୋଇପାରିନି ରିଭିଲ୍‌। କରଣଙ୍କ ବିଦାୟ ପରେ ବଲିଉଡ କଳାକାରଙ୍କ ଗୋପନ କଥା ଉପରୁ ଆଉ ଉଠିପାରିବନି ପରଦା। ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ ତଥା…

ଧମାକା କରୁଛି ସାଉଥ୍ ସୁପରଷ୍ଟାର୍ ‘ଚିରଞ୍ଜୀବୀ’ ଏବଂ ‘ରାମ ଚରଣ’ଙ୍କ ଫିଲ୍ମ ‘ଆଚାର୍ଯ୍ୟ’
ଏନ ଏନ ଏସ ଓଡ଼ିଆ ଜାତୀୟ ମନୋରଞ୍ଜନ

ଧମାକା କରୁଛି ସାଉଥ୍ ସୁପରଷ୍ଟାର୍ ‘ଚିରଞ୍ଜୀବୀ’ ଏବଂ ‘ରାମ ଚରଣ’ଙ୍କ ଫିଲ୍ମ ‘ଆଚାର୍ଯ୍ୟ’

ସାଉଥ୍ ଫିଲ୍ମ 'ଆଚାର୍ଯ୍ୟ' ରିଲିଜ୍ ହୋଇସାରିଛି । ସାଉଥ୍ ଫିଲ୍ମର ସୁପରଷ୍ଟାର୍ ‘ଚିରଞ୍ଜୀବୀ’ ଏବଂ ‘ରାମ ଚରଣ’ଙ୍କ ଏହି ଫିଲ୍ମ ଏବେ ବେଶ ଧମାକା ମଚାଇଛି | ଏବେ ସାଉଥରରେ ଧମାଲ କରୁଛନ୍ତି ବାପ-ପୁଅ ଯୋଡି । ଆରଆରଆର ପରେ ଏବେ ଆଚାର୍ଯ୍ୟରେ ବି ଦମଦାର ପ୍ରଦର୍ଶନ କରିଛନ୍ତି…

ଭାବୁକ ହେଲେ ବାପା ସୁନୀଲ ଶେଟ୍ଟୀ, ବିବାହ ପାଇଁ ଏବେଠୁ ଆରମ୍ଭ କଲେଣି ପ୍ରସ୍ତୁତି
ଏନ ଏନ ଏସ ଓଡ଼ିଆ ଜାତୀୟ ମନୋରଞ୍ଜନ

ଭାବୁକ ହେଲେ ବାପା ସୁନୀଲ ଶେଟ୍ଟୀ, ବିବାହ ପାଇଁ ଏବେଠୁ ଆରମ୍ଭ କଲେଣି ପ୍ରସ୍ତୁତି

ବଲିଉଡ ଓ କ୍ରିକେଟ ସମ୍ପର୍କ ବହୁତ ପୁରୁଣା | ପୁଣି ଥରେ ଯୋଡି ହେବ ବଲିଉଡ ଓ କ୍ରିକେଟ। ବଲିଉଡରେ ବାଜିବ ଶାହାନାଇ। ଖୁବ୍‌ଶୀଘ୍ର ଜୀବନ ସାଥୀ ହେବେ କ୍ରିକେଟ ଷ୍ଟାର କେ.ଏଲ୍‌ ରାହୁଲ ଓ ଅଭିନେତ୍ରୀ ଆଥିଆ ଶେଟ୍ଟୀ। ରାହୁଲଙ୍କ ଘରକୁ ବୋହୂ ହୋଇ ଯିବେ ଅଭିନେତା…

ବକ୍ସ ଅଫିସରେ ନନ୍‌ଷ୍ଟପ୍‌ ବ୍ୟବସାୟ କରି ରେକର୍ଡ ଭାଙ୍ଗିବାରେ ଲାଗିଛି କେଜିଏଫ୍-୨
ଏନ ଏନ ଏସ ଓଡ଼ିଆ ଜାତୀୟ ମନୋରଞ୍ଜନ

ବକ୍ସ ଅଫିସରେ ନନ୍‌ଷ୍ଟପ୍‌ ବ୍ୟବସାୟ କରି ରେକର୍ଡ ଭାଙ୍ଗିବାରେ ଲାଗିଛି କେଜିଏଫ୍-୨

କମୁନି କେଜିଏଫ୍‌ କ୍ରେଜ୍‌। ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି ଦମଦାର ସାଉଥ ମୁଭି ’ କେଜିଏଫ୍-୨’ । ନନ୍‌ଷ୍ଟପ୍‌ ବ୍ୟବସାୟ କରି ରେକର୍ଡ ଭାଙ୍ଗିବାରେ ଲାଗିଛି ୟଶ୍‌ଙ୍କ ଏହି ଫିଲ୍ମ । ରକିଙ୍ଗଷ୍ଟାର ୟଶଙ୍କ ଦମଦାର ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। https://youtu.be/8IjrIQEgCIA   ଏପ୍ରିଲ୧୪ ତାରିଖରେ…

ଲସ୍ ଆଞ୍ଜେଲସରେ ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ କରିବେ ଶାହାରୁଖ୍
ଏନ ଏନ ଏସ ଓଡ଼ିଆ କ୍ରୀଡ଼ା ଜାତୀୟ ମନୋରଞ୍ଜନ

ଲସ୍ ଆଞ୍ଜେଲସରେ ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ କରିବେ ଶାହାରୁଖ୍

ବଲିଉଡର ବାଦଶାହ ଶାହରୁଖ ଖାନ୍‌ କ୍ରିକେଟ୍‌ ପ୍ରତି କେତେ ଦିୱାନା ସମସ୍ତେ ଜାଣିଥାନ୍ତି । ଆଇପିଏଲ ଟିମ୍‌ କେକେଆରର ମାଲିକ ମଧ୍ୟ ବଲିଉଡ ଅଭିନେତା ଶାହରୁଖ | ଏପରିକି ଅନେକ ଥର ସେ ଷ୍ଟାଡ଼ିୟମରେ ମ୍ୟାଚ୍‌ ଦେଖୁଥିବାର ମଧ୍ୟ ନଜର ଆସନ୍ତି | ତେବେ ଶାହରୁଖ ଏକ ବିଶ୍ୱସ୍ତରୀୟ…

କୋଟିଏ ଟଙ୍କାର ପାନ୍ ମସଲା ବ୍ରାଣ୍ଡ ଅଫର୍‌ ପ୍ରତ୍ୟାଖାନ କଲେ କେଜିଏଫ୍‌ ଷ୍ଟାର୍‌ ୟସ
ଏନ ଏନ ଏସ ଓଡ଼ିଆ ଜାତୀୟ ମନୋରଞ୍ଜନ

କୋଟିଏ ଟଙ୍କାର ପାନ୍ ମସଲା ବ୍ରାଣ୍ଡ ଅଫର୍‌ ପ୍ରତ୍ୟାଖାନ କଲେ କେଜିଏଫ୍‌ ଷ୍ଟାର୍‌ ୟସ

ବଲିଉଡ ଅଭିନେତା ଅଜୟ ଦେବଗନ, ଶାହାରୁଖ ଖାନ ଏବଂ ଅକ୍ଷୟ କୁମାର ପାନ ମସଲାର ବିଜ୍ଞାପନ କରି ବିବାଦରେ ପଡିଯାଇଥିଲେ | ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଭିମଲ ଇଲାଇଚି ବିଜ୍ଞାପନ କରି ପ୍ରଶଂସକଙ୍କ କ୍ରୋଧର ଶିକାର ହୋଇଥିଲେ | ଏଥିପାଇଁ ତାଙ୍କୁ ବିଜ୍ଞାପନରୁ ହଟିବା ସହ…

ଲୋକକଳା ଉତ୍ସବରେ କଳାକାରଙ୍କ ସହ ନାଚିଲେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ
ଏନ ଏନ ଏସ ଓଡ଼ିଆ ମନୋରଞ୍ଜନ ରାଜ୍ୟ

ଲୋକକଳା ଉତ୍ସବରେ କଳାକାରଙ୍କ ସହ ନାଚିଲେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ

ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଲେ ଲୋଇସିଂହା ବିଧାୟକ | ବଲାଙ୍ଗୀର ଲୋକକଳା ଉତ୍ସବର ଉଦଯାପନୀ ଦିବସରେ କଳାକାରଙ୍କ ସହ ନାଚିଲେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ | ସ୍ଥାନୀୟ ଏବଂ ବାହାର ରାଜ୍ୟରୁ ଆସିଥିବା କଳାକାରଙ୍କ ନାଚଗୀତରେ ଦୁଲୁକି ଉଠିଥିଲା ମଞ୍ଚ | ବିଧାୟକ ମହାଲିଙ୍ଗ ଏବଂ…

ପୁଷ୍ପା ଚଳଚ୍ଚିତ୍ର ଗୀତରେ ନାଚିଲେ ବିରାଟ କୋହଲି ;  ଭିଡିଓ ଭାଇରାଲ
ଏନ ଏନ ଏସ ଓଡ଼ିଆ ଜାତୀୟ ଭିଡ଼ିଓ ଗ୍ୟାଲେରି ମନୋରଞ୍ଜନ

ପୁଷ୍ପା ଚଳଚ୍ଚିତ୍ର ଗୀତରେ ନାଚିଲେ ବିରାଟ କୋହଲି ; ଭିଡିଓ ଭାଇରାଲ

ପୁଷ୍ପା ଫିଲ୍ମ ଗୀତରେ ନାଚିଲେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ବିରାଟ କୋହଲି | ପୁଷ୍ପା ଚଳଚ୍ଚିତ୍ର ' ଓ ଅନ୍ତଭା 'ଗୀତରେ କୋହଲିଙ୍କ ଜବରଦସ୍ତ ଡ୍ୟାନ୍ସ ତାଙ୍କ ପ୍ରଶଂସକଙ୍କୁ ମତୁଆଲା କରିଛି | ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲଙ୍କ ମ୍ୟାରେଜ ପାର୍ଟିରେ ବିରାଟ…