ସ୍କୁଲରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳକୁ ନେଇ ଛୁରାମାଡ ; ଜଣେ ଛାତ୍ର ଗୁରୁତର
ଅପରାଧ ତାଜା ଖବର ଦୁର୍ଘଟଣା ରାଜ୍ୟ

ସ୍କୁଲରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳକୁ ନେଇ ଛୁରାମାଡ ; ଜଣେ ଛାତ୍ର ଗୁରୁତର

ଭଞ୍ଜନଗର : ଝିମିଟି ଖେଳରୁ ମହାଭାରତ । ସେଥିରୁ ହେଲା ଛୁରା ମାଡ଼। ତାହା ପୁଣି ସ୍କୁଲ ପରିସରରେ। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଛୁରା ମାଡ଼ରେ ଆଉ ଜଣେ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ଏପରି ଅଭାବନୀୟ ଘଟଣା ଆଜି ସକାଳେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବଡ…

ଘର ପୋଡି ଦୁଇଟି ପରିବାର ସର୍ବସାନ୍ତ
ଖବର ଏବେ ଏବେ ତାଜା ଖବର ଦୁର୍ଘଟଣା ରାଜ୍ୟ

ଘର ପୋଡି ଦୁଇଟି ପରିବାର ସର୍ବସାନ୍ତ

ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକର ଖମାର ଥାନା ଅନ୍ତର୍ଗତ ବୁରୁବୁରା ଗ୍ରାମରେ ଗତକାଲି ମଧ୍ୟାହ୍ନ ସମୟରେ ନିଆଁ ଲାଗି ଦୀନବନ୍ଧୁ ବେହେରାଙ୍କର ତିନି ଵଖରା ଏବଂ ବିଭୁ ପଧାନଙ୍କ ଚାରି ଵଖରା ଘର ସହିତ ଧନ ସମ୍ପତ୍ତି ପୋଡି ସର୍ବସାନ୍ତ ହୋଇଯାଇଛି ।ଦୁଇଟି ପରିବାର ସମ୍ପୂର୍ଣ୍ଣ ବେଘର ହୋଇଯାଇଛନ୍ତି…

ଭାରସାମ୍ୟ ହରାଇ ବସ୍ ଓଲଟି ୧୦ ଯାତ୍ରୀ  ଆହତ ; ୪ ଜଣ ଗୁରୁତର ଅଛନ୍ତି
ତାଜା ଖବର ଦୁର୍ଘଟଣା ରାଜ୍ୟ

ଭାରସାମ୍ୟ ହରାଇ ବସ୍ ଓଲଟି ୧୦ ଯାତ୍ରୀ ଆହତ ; ୪ ଜଣ ଗୁରୁତର ଅଛନ୍ତି

ଆଜି ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କୁମ୍ଭାରୁଣୀଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ  ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ସୂଚନାଯୋଗ୍ୟ, ପ୍ରିନ୍ସ ନାମକ ଏକ ଘରୋଇ ବସ୍ କଟକ ଅଭିମୁଖେ ଯାଉଥିଲା…

ଫାୟାର ଷ୍ଟେସନ ଓଭର ବ୍ରିଜରେ ଘଟିଛି ସିରିଜ୍ ଦୁର୍ଘଟଣା
ତାଜା ଖବର ଦୁର୍ଘଟଣା ରାଜ୍ୟ

ଫାୟାର ଷ୍ଟେସନ ଓଭର ବ୍ରିଜରେ ଘଟିଛି ସିରିଜ୍ ଦୁର୍ଘଟଣା

ଆଜି ଭୁବନେଶ୍ୱରରେ ଘଟିଛି ଏକ ସିରିଜ୍ ଦୁର୍ଘଟଣା। ଏକ ଇନୋଭା ଗାଡ଼ି ଧକ୍କାରେ ୩ଟି କାର୍ ଭାଙ୍ଗିଯାଇଛି। ଏହି ଦୁର୍ଘଟଣା ଘଟିଛି ଫାୟାର ଷ୍ଟେସନ ଓଭର ବ୍ରିଜ୍ ଉପରେ । ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ସୂଚନା ମୁତାବକ, ଇନୋଭା ଗାଡ଼ିଟି ପ୍ରଥମେ ବାଣୀ…

ମର୍ମନ୍ତୁଦ ସଡକ ଦୁର୍ଘଟଣା ; କଣ୍ଟେନର ପଛରେ ପିଟିହେଲା ଆମ୍ବୁଲାନ୍ସ ; ୩ ମୃତ୍ୟୁ ଓ ୨ ଗୁରୁତ୍ତର
ତାଜା ଖବର ଦୁର୍ଘଟଣା ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା ; କଣ୍ଟେନର ପଛରେ ପିଟିହେଲା ଆମ୍ବୁଲାନ୍ସ ; ୩ ମୃତ୍ୟୁ ଓ ୨ ଗୁରୁତ୍ତର

କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବଇଚୁଆଁ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। କଣ୍ଟେନର ପଛରେ ପିଟିହେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ,…

୩୦ ଫୁଟ ତଳକୁ ଖସି ଯାଇଥାନ୍ତା ବସ୍, ଅଳ୍ପକେ ବର୍ତ୍ତିଗଲେ ୫୦ ଯାତ୍ରୀ
ତାଜା ଖବର ଦୁର୍ଘଟଣା ରାଜ୍ୟ

୩୦ ଫୁଟ ତଳକୁ ଖସି ଯାଇଥାନ୍ତା ବସ୍, ଅଳ୍ପକେ ବର୍ତ୍ତିଗଲେ ୫୦ ଯାତ୍ରୀ

ମୋହନା (ମିହିର ଯତି): ଟଳିଗଲା ଏକ ବଡ଼ ଦୁର୍ଘଟଣା। ବ୍ରିଜ୍ ତଳକୁ ଖସୁ ଖସୁ ରହିଗଲା ବସ୍। ବଞ୍ଚିଗଲା ପ୍ରାୟ ୫୦ ଯାତ୍ରୀଙ୍କ ଜୀବନ। ଆଜି ସକାଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖେମୁଣ୍ଡିଖେଲରେ। ‘ମହାବୀର’ ନାମକ ଏକ ଘରୋଇ…