ମାଲକାନଗିରି ସୀମାନ୍ତରେ ପୁଣି ମାଓ ତାଣ୍ଡବ; ଯାତ୍ରୀଙ୍କୁ ଓହ୍ଲାଇ ଜାଳିଦେଲେ ବସ୍
ପୁଣି ଦେଖିବାକୁ ମିଳିଛି ଲାଲ ବାହିନୀର ଲଙ୍କାକାଣ୍ଡ | ବହୁଦିନ ନୀରବତା ପରେ ଆଜି ପୁଣି ଆରମ୍ଭ କରିଛନ୍ତି ମାଓ ତାଣ୍ଡବ। ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର କୋଥୁର ଗ୍ରାମ ନିକଟରେ ଯାତ୍ରୀବାହୀ ବସକୁ ଜାଳି ଦେଇଛନ୍ତି ମାଓବାଦୀ । ତେବେ ବସରେ ଥିବା ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି…