ମନୋରଞ୍ଜନ

Plugin Install : Subscribe Push Notification need OneSignal plugin to be installed.
akhaya

ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ‘ଓ ମାଇ ଗଡ୍ ୨’ର ନୂଆ ଲୁକ୍, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

ବର୍ତ୍ତମାନ ଚାଲିଛି ପବିତ୍ର ଶ୍ରାବଣ ମାସ। ଏହି ମାସ ଭଗବାନ ଶିବଙ୍କ ପ୍ରିୟ ମାସ ବୋଲି କୁହାଯାଏ। ଶିବ ଭକ୍ତମାନେ ବିଭିନ୍ନ ଶିବ ମନ୍ଦିରରେ ମହାଦେବଙ୍କୁ ପୂଜା...

ranbeer1

ହାପି ବାର୍ଥ ଡେ’ ରଣବୀର

ରଣବୀର ସିଂହ ନିଜର ଏନର୍ଜି ଏବଂ ବିନନ୍ଦାସ୍ ପ୍ରକୃତି ପାଇଁ ସର୍ବଦା ଦର୍ଶକଙ୍କ ମନରେ ରାଜ୍ କରିଥାନ୍ତି । ରଣବୀର ସିଂହଙ୍କୁ ଫ୍ୟାସନ୍ କିଙ୍ଗ୍ ବୋଲି କୁହାଯାଏ।...

ସୁଟିଂ ସେଟ୍ ରେ ଶାହରୁଖଙ୍କ ନାକରେ ଲାଗିଲା ଆଘାତ, ଲସ ଆଞ୍ଜେଲିସରେ ହେଲା ସର୍ଜରୀ

ସୁଟିଂ ସେଟ୍ ରେ ଶାହରୁଖଙ୍କ ନାକରେ ଲାଗିଲା ଆଘାତ, ଲସ ଆଞ୍ଜେଲିସରେ ହେଲା ସର୍ଜରୀ

ଦୁର୍ଘଟଣାର ଶିକାର ହୋଇଛନ୍ତି କିଙ୍ଗ ଖାନ୍ ଶାହରୁଖ । ଆମେରିକାର ଲସ ଆଞ୍ଜେଲିସରେ ଶାହରୁଖ ଖାନ୍ ନିଜର ଆଗାମୀ ଫିଲ୍ମର ସୁଟିଂ କରୁଥିବା ବେଳେ ନାକରେ ଆଘାତ...

Ramayana-1

ପୁଣି ଟିଭି ପରଦାକୁ ଫେରିଲା ‘ରାମାୟଣ’, ଫଟୋ ସେୟାର କରି ପୁରୁଣା ସ୍ମୃତିକୁ ମନେପକାଇଲେ ଅରୁଣ ଗୋଭିଲ୍

ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଟେଲିଭିଜନ ଶୋ ‘ରାମାୟଣ’ ଆଜିଠାରୁ (ଜୁଲାଇ ୩) ଟେଲିଭିଜନରେ ଫେରିବାକୁ ଯାଉଛି । ଆଜିଠାରୁ ଏହି ଶୋ’ ସନ୍ଧ୍ୟା ୭ଟା ୩୦ ମିନିଟରେ...

parineeti-chopra

ସ୍ୱର୍ଣ୍ଣ ମନ୍ଦିରରେ ଏକାଠି ନଜର ଆସିଲେ ପରିଣୀତି-ରାଘବ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ

ଏନଏନଏସ୍: ଗତ ମେ ୧୩ ତାରିଖରେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ଆପ୍ ନେତା ରାଘବ ଚଢାଙ୍କ ନିର୍ବନ୍ଧ ହୋଇଛି । ଏହାପରେ ଉଭୟ ନିଜର...

adipurush

ବଦଳିବ ଫିଲ୍ମ “ଆଦିପୁରୁଷ”ର ଡାଏଲଗ୍, ଟ୍ୱିଟ୍ କରି ସୂଚନା ଦେଲେ ମନୋଜ ମୁଣ୍ଟାସିର

ବଦଳିବ ଫିଲ୍ମ “ଆଦିପୁରୁଷ” ର ଡାଏଲଗ୍ । ଫିଲ୍ମ ରିଲିଜ ହେବାର ଦିନକ ପରେ ପ୍ରବଳ ସମାଲୋଚନା ହେବାରୁ ମୁଣ୍ଡ ନୁଆଁଇଲେ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ।...

prabhas

ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର୍ ରିଲିଜରେ ନିଜ ବିବାହ କଥା ପ୍ରକାଶ କଲେ ପ୍ରଭାସ

ବହୁ ପ୍ରତୀକ୍ଷିତ ଫିଲ୍ମ “ଆଦିପୁରୁଷ”ର ରିଲିଜ୍ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ତିରୁପତି ଠାରେ ଏକ ବଡ ଇଭେଣ୍ଟରେ ଫିଲ୍ମର ଟ୍ରେଲର୍ ରିଲିଜ୍ କରାଯାଇଛି । ଏହି ଅବସରରେ...

film adipush

ଫିଲ୍ମ ‘ଆଦିପୁରୁଷ’ମେକର୍ସଙ୍କ ବଡ ଘୋଷଣା: ରିଲିଜ୍ ପରେ ସବୁ ହଲରେ ହନୁମାନଙ୍କୁ ସମର୍ପିତ କରାଯିବ ଗୋଟିଏ ସିଟ୍

ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନର ଅପେକ୍ଷା ପରେ ଜୁନ୍ ୧୬ରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ “ଆଦିପୁରୁଷ”। ଏହାପୂର୍ବରୁ ଫିଲ୍ମର...

sulochana-latkar

ଆରପାରିରେ ଅଭିନେତ୍ରୀ ସୁଲୋଚନା ଲାଟକର, ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଏନଏନଏସ୍: ମରାଠୀ ଏବଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କର ୯୪ ବର୍ଷରେ ପରଲୋକ ହୋଇଛି । ମୁମ୍ବାଇ ସ୍ଥିତ ହସ୍ପିଟାଲରେ ତାଙ୍କର ଦେହାନ୍ତ...

Page 4 of 27 1 3 4 5 27

Don't Miss It

Recommended

Welcome Back!

Login to your account below

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.

Retrieve your password

Please enter your username or email address to reset your password.

Add New Playlist