ଷଣ୍ଢକୁ ନାଲି କପଡା ଦେଖାଇବା ଯାହା, ମମତାଙ୍କ ଆଗରେ ‘ଜୟ ଶ୍ରୀରାମ’ କହିବା ସେୟା- ବିଜେପି ନେତା ଅନିଲ ବିଜ୍
ତାଜା ଖବର ରାଜନୀତି

ଷଣ୍ଢକୁ ନାଲି କପଡା ଦେଖାଇବା ଯାହା, ମମତାଙ୍କ ଆଗରେ ‘ଜୟ ଶ୍ରୀରାମ’ କହିବା ସେୟା- ବିଜେପି ନେତା ଅନିଲ ବିଜ୍

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ଜମ ଜୟନ୍ତୀ ଅବସରରେ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ। କିନ୍ତୁ ଜୟ ଶ୍ରୀରାମ ନାରା ଲଗାଇବାରୁ ସେ ଭାଷଣ ଦେବାକୁ ମନା କରିଦେଇଥିଲେ। ଏହି ନାରାବାଜିକୁ ନେଇ ବିଜେପି…

ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ
ରାଜନୀତି

ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ

ଶୁକ୍ରବାର ଭାରତୀୟ ଜାତୀୟ କଂଗ୍ରେସର ସିଡବ୍ଲ୍ୟୁସି ବୌଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚନ ବାବଦରେ ଆଷଳାଚନା ହେବାର ସମ୍ଭାବନା ରହିଛି । ସିଡବ୍ଲ୍ୟୁସିର ଏହି ଭିଡିଓ କନଫରେନ୍ସିଂରେ ସକାଳ ୧୦ଟା ୩୦ରେ ଆରମ୍ଭ ହେବ । ସୂଚନାନୁସାରେ, ଗତ ଲୋକସଭା ନିର୍ବାଚନରେ…

ନିର୍ବାଚନ ପୁର୍ବରୁ ମମତା ବାନାର୍ଜୀଙ୍କୁ ପୁଣି ଏକ ଝଟକା
ରାଜନୀତି

ନିର୍ବାଚନ ପୁର୍ବରୁ ମମତା ବାନାର୍ଜୀଙ୍କୁ ପୁଣି ଏକ ଝଟକା

ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମ୍ସିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ବହୁ ବରିଷ୍ଠ ନେତା ‘ପଦ୍ମ’ ଧରୁଥିବା ବେଳେ ଏବେ ଦିଦି ଚିନ୍ତାରେ । ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ହେବାକୁ ଥିବା ବେଳେ ବିଜୟ ହାସଲ ପାଇଁ ବିଜେପି ବଳ ଗୋଟାଉଥିବା ସମୟରେ ଟିଏମ୍ସି ସତ୍ତା…

ବିଜେଡିକୁ ଘାରିଛି ପଶ୍ଚିମ ଓଡିଶା ଭୟ: ଆସନ୍ତା ମାସରେ ସୁନ୍ଦରଗଡରେ ମେଗା ଇଭେଣ୍ଟ
ରାଜନୀତି

ବିଜେଡିକୁ ଘାରିଛି ପଶ୍ଚିମ ଓଡିଶା ଭୟ: ଆସନ୍ତା ମାସରେ ସୁନ୍ଦରଗଡରେ ମେଗା ଇଭେଣ୍ଟ

ଦୁଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡି ପଶ୍ଚିମାଓଡିଶାରେ ୨୦୧୭ ପଞ୍ଚାୟତ ନିର୍ବାଚନରେ କରିଥିବା ଖରାପ ପ୍ରଦର୍ଶନକୁ ପୁଣିଥରେ ଦୋହରାଇବାକୁ ଚାହୁନି । ଖାସ୍ ସେଥିପାଇଁ ବିଜେଡି ସରକାର ଏବେ ପଶ୍ଚିମାଓଡିଶା ଉପରେ ଧ୍ୟାନକେନ୍ଦ୍ରିତ କରିଛନ୍ତି । ଚଳିତ ମାସ ୧୪ତାରିଖରେ କଳାହାଣ୍ଡି ଜିଲ୍ଲାରେ ମେଗା ଇଭେଣ୍ଟ ଆୟୋଜନ କରି…

ସୁଯୋଗ ଅପେକ୍ଷାରେ ମହାରଥୀଙ୍କ ପତ୍ନୀ
Uncategorised ରାଜନୀତି

ସୁଯୋଗ ଅପେକ୍ଷାରେ ମହାରଥୀଙ୍କ ପତ୍ନୀ

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପରେ ଏବେ ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେଲାଣି । ଏଥି ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ସବୁ ପ୍ରସ୍ତୁତ ଆରମ୍ଭ କରିସାରିଲେଣି । ତିନି ଦଳ ପକ୍ଷରୁ ପ୍ରାର୍ଥୀ ଖୋଜା ବି ଆରମ୍ଭ ହୋଇଗଲାଣି । ପିପିଲି…

ପଶ୍ଚିମବଙ୍ଗ ମେଦିନାପୁର ସନାତନ ସିଂଙ୍କ ଘରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟାହ୍ନ ଭୋଜନ କରିବେ
ରାଜନୀତି

ପଶ୍ଚିମବଙ୍ଗ ମେଦିନାପୁର ସନାତନ ସିଂଙ୍କ ଘରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟାହ୍ନ ଭୋଜନ କରିବେ

ପଶ୍ଚିମବଙ୍ଗ ମେଦିନାପୁର ସନାତନ ସିଂଙ୍କ ଘରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟାହ୍ନ ଭୋଜନ କରିବେ । ଏନେଇ ଗୁରୁବାରଠାରୁ ଘର ସାଜସଜ୍ଜାରେ ଲାଗିଛନ୍ତି ସନାତନ ସିଂଙ୍କ । ଶୁକ୍ରବାର ସକାଳଠାରୁ ତାଙ୍କ ଘରର ମାଟି କାନ୍ଥରେରଙ୍ଗ ଦିଆଯିବା ସହ ଝୋଟି ଏବଂ ବିଭିନ୍ନ ଚିତ୍ର ଅଙ୍କା…

ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା
ରାଜନୀତି

ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା

ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା । ଭୁବନେଶ୍ୱରରୁ ବାହାରି ନୟାଗଡ଼ ଜିଲ୍ଲାର ଯଦୁପୁରକୁ ପଦଯାତ୍ରା କରିବ ବିଜେପି । ବିଜେପି ପକ୍ଷରୁ ୫ ଦିନ ଧରି ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ। ଆଜି ଲିଙ୍ଗରାଜ ମନ୍ଦିରରୁ ବାହାରିଥିବା ପଦଯାତ୍ରା ଯାଆଁଳା ପହଞ୍ଚିବ। ୨୧ତାରିଖରେ…

ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ରାଜନୀତି

ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଆଜି ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ । ଏହି ଅବସରରେ ଦଳର ନେତାମାନେ କେନ୍ଦ୍ରର ଓଡିଶାପ୍ରତି ଅବହେଳା ରାଜ୍ୟ ବିକାଶରେ ବାଧକ ସାଜିଛି ବୋଲି କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପାଖରୁ…