ଲୋକଙ୍କ ସମସ୍ୟା ଦୂର ପାଇଁ ଗ୍ରାମାଞ୍ଚଳରେ ପହଞ୍ଚିଲା ପ୍ରଶାସନ
ଏନ ଏନ ଏସ ଓଡ଼ିଆ ଗାଁ କଥା ରାଜ୍ୟ ସ୍ବାସ୍ଥ୍ୟ

ଲୋକଙ୍କ ସମସ୍ୟା ଦୂର ପାଇଁ ଗ୍ରାମାଞ୍ଚଳରେ ପହଞ୍ଚିଲା ପ୍ରଶାସନ

ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ଦୂର ପାଇଁ ପଲ୍ଲୀରେ ପହଞ୍ଚିଛି ପ୍ରଶାସନ | ପ୍ରଶାସନିକ ଅଧିକାରୀମାନେ ଗାଁ ଗହଳିକୁ ଯାଇ କରିବେ ତ୍ୱରିତ ସମାଧାନ | ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ବ୍ଲକର ଭାଗବତପୁର ପଞ୍ଚାୟତରେ ଆଜି 'ପଲ୍ଲିରେ ପ୍ରଶାସନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଭିନ୍ନ ବର୍ଗର ଲୋକମାନେ ଏହି…

କେନ୍ଦ୍ରାପଡାର ପ୍ରସିଦ୍ଧ ବାଲିଆ ଦୋଳ ମେଲଣ
ଏନ ଏନ ଏସ ଓଡ଼ିଆ ଐତିହ୍ୟ ଗାଁ କଥା ରାଜ୍ୟ

କେନ୍ଦ୍ରାପଡାର ପ୍ରସିଦ୍ଧ ବାଲିଆ ଦୋଳ ମେଲଣ

କଥାରେ ଅଛି ଓଡ଼ିଆ ଘରେ ବାର ମାସରେ ତେର ପର୍ବ ପାଳନ ହୁଏ | ସେହିଭଳି ଏକ ପୁରୁଣା ପରମ୍ପରା ହେଲା ଦୋଳ ମେଲଣ | ଦୋଳ ମେଳଣରେ ଆଖପାଖ ଅଞ୍ଚଳରୁ ବିମାନରେ ଠାକୁରମାନେ ଆସି ହୋଇଥାନ୍ତି ଏକାଠି | ମେଲଣ ପଡିଆରେ ସବୁ ଠାକୁରଙ୍କୁ ଲାଗି କରାଯାଇଥାଏ…

ପ୍ରସିଦ୍ଧ ଓଳକଣା ମେଳଣ;  ହରିହର ଦର୍ଶନ ପାଇଁ ଭକ୍ତଙ୍କ ଭିଡ
ଏନ ଏନ ଏସ ଓଡ଼ିଆ ଐତିହ୍ୟ ଗାଁ କଥା ମନୋରଞ୍ଜନ ରାଜ୍ୟ

ପ୍ରସିଦ୍ଧ ଓଳକଣା ମେଳଣ; ହରିହର ଦର୍ଶନ ପାଇଁ ଭକ୍ତଙ୍କ ଭିଡ

ଅଭିଭକ୍ତ କଟକ ଜିଲ୍ଲାର ଓଳକଣାଠାରେ ଆଜି ଅନୁଷ୍ଠିତ ହୋଇଛି ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ।ଏହି ମେଳଣ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଅଛି l ଏଠାକୁ ସମସ୍ତ ବିମାନରେ କେବଳ ରାଧା କୃଷ୍ଣ ଆସୁଥିବାବେଳେ କେବଳ ଗୋଟିଏ ବିମାନରେ ଆସନ୍ତି ହର ଆଉ ହରି…

ନିଶ୍ଚିନ୍ତକୋଇଲିରେ ଜଗତ କଲ୍ୟାଣ ବିଶ୍ଵଶାନ୍ତି ମହାଯଜ୍ଞ #NNSODIA
ଏନ ଏନ ଏସ ଓଡ଼ିଆ ଗାଁ କଥା ରାଜ୍ୟ

ନିଶ୍ଚିନ୍ତକୋଇଲିରେ ଜଗତ କଲ୍ୟାଣ ବିଶ୍ଵଶାନ୍ତି ମହାଯଜ୍ଞ #NNSODIA

ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବରପଡା ଗ୍ରାମରେ ପାଞ୍ଚ ଦିନ ବ୍ୟାପୀ ଏହି ମହାଯଜ୍ଞ ଆୟୋଜନ ହୋଇଥିଲା । ତପନ କୁମାର ଓଝାଙ୍କ ତତ୍ବାବଧାନରେ ପ୍ରତ୍ୟହ ସତସଙ୍ଗ ଓ ଆଧ୍ୟାତ୍ମିକ ଆଲୋଚନା ଅନୁଷ୍ଠିତ ହୋଇଥିଲା |…

ମହିଳାଙ୍କ ଉଦ୍ୟମରୁ ଗାଁ ହେଲା ମଦମୁକ୍ତ
ଅପରାଧ ଏନ ଏନ ଏସ ଓଡ଼ିଆ ଗାଁ କଥା ରାଜ୍ୟ

ମହିଳାଙ୍କ ଉଦ୍ୟମରୁ ଗାଁ ହେଲା ମଦମୁକ୍ତ

ନିଶା ଯୋଗୁ ଉଜୁଡିଯାଉଛି ଅନେକ ପରିବାର | ପରିବାର ଭିତରେ ସବୁବେଳେ ଦେଖାଦେଉଥିଲା ଅଶାନ୍ତି | ଘରର ପୁରୁଷମାନେ ଯାହା ରୋଜଗାର କରନ୍ତି ନିଶାପାଣିରେ ଦିଅନ୍ତି ଉଡାଇ | ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡୁଥିଲା ମହିଳାଙ୍କୁ | ତେଣୁ ଗାଁକୁ ମଦମୁକ୍ତ କରିବାକୁ ମହିଳାମାନେ ନେଲେ ନିଷ୍ପତି…

ପୁଅ ପରି ଝିଅଙ୍କୁ ମିଳେ ସମାନ ଅଧିକାର #NNSODIA
ଏନ ଏନ ଏସ ଓଡ଼ିଆ ଐତିହ୍ୟ ଗାଁ କଥା ଜାତୀୟ ଜୀବନଚର୍ଯ୍ୟା

ପୁଅ ପରି ଝିଅଙ୍କୁ ମିଳେ ସମାନ ଅଧିକାର #NNSODIA

ଆମେ କହୁ ପୁଅ ଝିଅ ସମାନ | କିନ୍ତୁ ବାସ୍ତବ କ୍ଷେତ୍ରରେ ସମାଜରେ ବହୁତ କମ ଜାଗାରେ ଏହା ଦେଖିବାକୁ ମିଳେ | ଏବେ ବି ଲୋକ ମାନନ୍ତି ଝିଅ ଜନମ ପର ଘରକୁ | ଝିଅଟିଏ ଯେତେ ଉଚଶିକ୍ଷିତ ହୋଇଥିଲେ ମଧ୍ୟ ଦିନେ ନା ଦିନେ ବିବାହ…

ସରକାରୀ ଯୋଜନାରୁ ଅପହଞ୍ଚ ଗାଁ
ଏନ ଏନ ଏସ ଓଡ଼ିଆ ଗାଁ କଥା ରାଜ୍ୟ

ସରକାରୀ ଯୋଜନାରୁ ଅପହଞ୍ଚ ଗାଁ

ଗରିବ ଲୋକଙ୍କ ପାଇଁ ସରକାର ମାଳ ମାଳ ଯୋଜନା କାର୍ଯ୍ୟକାରୀ କରିଛନ୍ତି | ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଖଞ୍ଜି ଦେଇଛନ୍ତି ଯୋଜନା | ପ୍ରତ୍ୟେକ ଗରିବ ପରିବାରକୁ ଘର, ମାଗଣା ବିଜୁଳି ସଂଯୋଗ, ପାଣି ଓ ମାଗଣାରେ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଯୋଜନା କରାଯାଇଛି। ହେଲେ ଆଜି…

ଶିବ, ପାର୍ବତୀଙ୍କ ମୂର୍ତ୍ତି ଚୋରାଇ ନେଲେ ଦୁର୍ବୃତ୍ତ
ଅପରାଧ ଏନ ଏନ ଏସ ଓଡ଼ିଆ ଗାଁ କଥା ରାଜ୍ୟ

ଶିବ, ପାର୍ବତୀଙ୍କ ମୂର୍ତ୍ତି ଚୋରାଇ ନେଲେ ଦୁର୍ବୃତ୍ତ

ସତରେ କଣ ଏ ଯୁଗରେ ଧର୍ମ ଓ ସତ୍ୟ ଆଉ ନାହିଁ ? ଯେଉଁଠି ଭଗବାନ ନିଜେ ଅସୁରକ୍ଷିତ, ତାହେଲେ ସାଧାରଣ ଲୋକଙ୍କ କଥା ପଚାରେ କିଏ । ଦିନ ଦ୍ୱିପହରେ ଚୋରି ଡକାୟତ ହେଉଥିବା ବେଳେ ଦୁର୍ବୃତ୍ତମାନେ ମନ୍ଦିରରେ ବି କଳାକନା ବୁଲେଇବାକୁ ପଛାଉନାହାନ୍ତି | ଗତକାଲି…

ଯୁବ ସମାଜସେବୀଙ୍କ ନିଆରା ପ୍ରୟାସ
ଏନ ଏନ ଏସ ଓଡ଼ିଆ ଗାଁ କଥା ରାଜନୀତି ରାଜ୍ୟ

ଯୁବ ସମାଜସେବୀଙ୍କ ନିଆରା ପ୍ରୟାସ

ଯୁବ ସମାଜସେବୀଙ୍କ ନିଆରା ପ୍ରୟାସ। ରକ୍ତଦାନ ଶିବିର ଓ ମୋତିଆବିନ୍ଦୁ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରି ପାଳିଲେ ଜନ୍ମଦିନ।ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଭିରଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ନିଆରା ଦୃଶ୍ୟ।ଭିରଙ୍ଗ ଗ୍ରାମର ଯୁବ ସମାଜସେବୀ ମାନସ କୁମାର ସ୍ୱାଇଁ ନିଜ ଜନ୍ମଦିନରେ…

ମାଟିଆ ସମ୍ପ୍ରଦାୟଙ୍କ ଭୋଟ ବର୍ଜନ ନିଷ୍ପତ୍ତି
ଏନ ଏନ ଏସ ଓଡ଼ିଆ ଗାଁ କଥା ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଟିଆ ସମ୍ପ୍ରଦାୟଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ବାରମ୍ବାର ଦାବି ସତ୍ୱେ ମିଳୁନି ଜାତିଗତ ପ୍ରମାଣପତ୍ର | ମାଟିଆ ସମ୍ପ୍ରଦାୟର କିଛି ଲୋକ ପୂର୍ବରୁ ଜାତିଗତ ପ୍ରମାଣପତ୍ର ପାଇଥିଲେ ମଧ୍ୟ ବର୍ତ୍ତମାନ ତହସିଲଦାର ଆଉ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରିବାକୁ ମନା କରିଦେଉଛନ୍ତି | ସରକାରଙ୍କ ପକ୍ଷରୁ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାନଗଲେ ଆଗାମୀ ପଞ୍ଚାୟତ…