ରବିବାର: ୨୪ ଜାନୁଆରୀ, ଗୁପ୍ତ ଶତ୍ରୁଙ୍କ ସଂଖ୍ୟା ବଢ଼ିବ
ଜ୍ୟୋତିଷ

ରବିବାର: ୨୪ ଜାନୁଆରୀ, ଗୁପ୍ତ ଶତ୍ରୁଙ୍କ ସଂଖ୍ୟା ବଢ଼ିବ

ମେଷ:  ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। କ୍ଷୁଦ୍ର ବ୍ୟବସାୟୀମାନେ କ୍ଷତି ସହିପାରନ୍ତି। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅପରାହ୍ନରେ ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହେବା ସୁଯୋଗ ରହିଛି। ବୃଷ:    ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବଢିବ। ପାରିବାରିକ…