ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୃହ ସାଜିଛି ଅଳିଆ ଗଦା
ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ରାଜ୍ୟ

ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୃହ ସାଜିଛି ଅଳିଆ ଗଦା

ଆପଣ ମାନେ ଏ ଦୃଶ୍ୟ ଦେଖିଲେ ଭାବୁଥିବେ କି ଏହା କୌଣସି ଭଙ୍ଗା ଘର ବା କବାଡିଖାନା | କିନ୍ତୁ ଆଜ୍ଞା ଏହା କେଉଁ କବାଡ଼ିଖାନା କି ଅଳିଆ ଗଦା ନୁହେଁ | ଏହା ହଉଛି ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟର ପଛ ପଟ ଘରର ଦୃଶ୍ୟ |…

ବ୍ରାହ୍ମଣୀ ନଦୀରେ ଦୁଇଟି ପୋଲ ନିର୍ମାଣ ପାଇଁ ଶୁଭ ଦେଲେ କେନ୍ଦ୍ରାପଡା ବିଧାୟକ
ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ରାଜ୍ୟ

ବ୍ରାହ୍ମଣୀ ନଦୀରେ ଦୁଇଟି ପୋଲ ନିର୍ମାଣ ପାଇଁ ଶୁଭ ଦେଲେ କେନ୍ଦ୍ରାପଡା ବିଧାୟକ

ବ୍ରାହ୍ମଣୀ ନଦୀରେ ଦୁଇଟି ପୋଲ ନିର୍ମାଣ ପାଇଁ ଶୁଭ ଦେଲେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା । କେନ୍ଦ୍ରାପଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବ୍ରାହ୍ମଣୀ ନଦୀରେ ଧୂମାତ-ଅଳପୁଆ ଓ ଜଗନ୍ନାଥପୁର-ନୀଳକଣ୍ଠପୁର ଦୁଇଟି ପକ୍କା ପୋଲର ଶୁଭ ଦେଇଛନ୍ତି ବିଧାୟକ ବେହେରା । ଏହି ପୋଲ ନିର୍ମାଣ ହେଲେ ଯାଜପୁରର…

ସାହାରା ଇଣ୍ଡିଆ ଅଫିସରେ ତାଲା ପକାଇଲେ ଜମାକାରୀ
ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ରାଜ୍ୟ

ସାହାରା ଇଣ୍ଡିଆ ଅଫିସରେ ତାଲା ପକାଇଲେ ଜମାକାରୀ

ତାତିଲେ ଜମାକାରୀ । ଜମାର ମିଆଦ ଶେଷ ହୋଇଥିଲେ ମଧ୍ୟ ଅର୍ଥ ଲଗାଣକାରୀ ସଂସ୍ଥା ସାହାରା ଇଣ୍ଡିଆ ସେମାନଙ୍କ ରାଶି ଫେରସ୍ତ କରି ନଥିବାରୁ ଶତାଧିକ ଜମାକାରୀ କେନ୍ଦ୍ରାପଡା ସହରର ବଣିଆମାଳଠାରେ ଥିବା କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ଏହି ଜମାକାରୀମାନେ ପଟ୍ଟାମୁଣ୍ଡାଇ ଶାଖା କାର୍ଯ୍ୟାଳୟର ଜମାକାରୀ ବୋଲି…

 ‘ମାଇଁ ଲର୍ଡ଼ ’ ବଦଳରେ ‘ସାର’ ସମ୍ବୋଧନ କରାଯିବ:ନିର୍ଦ୍ଦେଶ ଦେଲେ ମୁଖ୍ୟ ବିଚାରପତି
ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ରାଜ୍ୟ

 ‘ମାଇଁ ଲର୍ଡ଼ ’ ବଦଳରେ ‘ସାର’ ସମ୍ବୋଧନ କରାଯିବ:ନିର୍ଦ୍ଦେଶ ଦେଲେ ମୁଖ୍ୟ ବିଚାରପତି

ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏଣିକି ହାଇକୋର୍ଟରେ ଆଉ ‘ମାଇଁ ଲର୍ଡ’ ସମ୍ବୋଧନ କରାଯିବ ନାହିଁ । ଏହା ବଦଳରେ ‘ସାର’ ସମ୍ବୋଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ଏସ. ମୁରଲୀଧର । ଏବେ ଜଜଙ୍କୁ ଆଇନଜୀବୀମାନେ ସାର୍ ଭାବେ…

ସାଧାରଣ ଲୋକଙ୍କ ଜୀବନରେଖା ମହାନଦୀ – ଚିତ୍ରୋତ୍ପଳା ସାଇଫନ ଅବସ୍ଥା ଶୋଚନୀୟ
ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ରାଜ୍ୟ

ସାଧାରଣ ଲୋକଙ୍କ ଜୀବନରେଖା ମହାନଦୀ – ଚିତ୍ରୋତ୍ପଳା ସାଇଫନ ଅବସ୍ଥା ଶୋଚନୀୟ

କଟକ ଜିଲ୍ଲାର ସାଲେପୁର ବ୍ଲକ ହରିଚନ୍ଦନପୁର ଠାରେ ୧୯୯୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ଓ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ର ଙ୍କ ଦ୍ଵାରା ମହାନଦୀ- ଚିତ୍ରୋପଳା ଦ୍ୱିପାଞ୍ଚଳ ରେ ଏସିଆ ମହାଦେଶ ର ସର୍ବବୃହତ୍ ସାଇଫନ ଓ ସେତୁର ଶିଳାନ୍ୟାଶ ହୋଇଥିଲା। ଏହା ସମ୍ଭବପର ହୋଇଥିଲା ମହାନଦୀ-ଚିତ୍ରୋତ୍ପଳା…

ଯୁବତୀଙ୍କ ବିବାହର ସର୍ବନିମ୍ନ ବୟସ ୨୧ #NNSODIA
ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ଜାତୀୟ

ଯୁବତୀଙ୍କ ବିବାହର ସର୍ବନିମ୍ନ ବୟସ ୨୧ #NNSODIA

୨୧ ବର୍ଷ ପୂର୍ବରୁ ବିବାହ କରିପାରିବେନି ଯୁବତୀ । ବିବାହର ସର୍ବନିମ୍ନ ବୟସ ସୀମାରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଜାତି ଓ ଧର୍ମ ନିର୍ବିଶେଷରେ ସବୁ ଝିଅଙ୍କ ପାଇଁ ଏହି ନିୟମ ଲାଗୁ ହେବ । ବିବାହ ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ ସୀମା ବୃଦ୍ଧି…

ଆଜି ସଶସ୍ତ୍ର ବାହିନୀ ପତାକା ଦିବସ, ସେନାଙ୍କ ବଳିଦାନ ଅତୁଳନୀୟ
ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ଐତିହ୍ୟ ଜାତୀୟ ଜୀବନଚର୍ଯ୍ୟା

ଆଜି ସଶସ୍ତ୍ର ବାହିନୀ ପତାକା ଦିବସ, ସେନାଙ୍କ ବଳିଦାନ ଅତୁଳନୀୟ

ମାଟି ମା'ର ସୁରକ୍ଷା ପାଇଁ ଯିଏ ନିଜେ ଜୀବନକୁ ଉତ୍ସର୍ଗ କରିଥାଏ ସେ ସେନା । ଦେଶ ମାତୃକାର ସେବା ପାଇଁ ପଦାତିକ ବାହିନୀଙ୍କ ବଳିଦାନ ଅତୁଳନୀୟ । ପଦାତିକ ବାହିନୀର କର୍ମଚାରୀଙ୍କ କଲ୍ୟାଣ ପାଇଁ ପ୍ରତିବର୍ଷ ଡିସେମ୍ବର ୭ରେ ସଶସ୍ତ୍ର ବାହିନୀ ପତାକା ଦିବସ ପାଳନ କରାଯାଏ…

|| ଆଇଟିଡିଏଙ୍କ    ଘରେ   ଭିଜିଲାନ୍ସ   ଚଢାଉ ||
ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ଭିଡ଼ିଓ ଗ୍ୟାଲେରି ରାଜ୍ୟ

|| ଆଇଟିଡିଏଙ୍କ ଘରେ ଭିଜିଲାନ୍ସ ଚଢାଉ ||

ସରକାରୀ ବାବୁଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି । ପୁଳା ପୁଳା ଟଙ୍କା।ଏ ଟଙ୍କା ସବୁ ଆସିଲା କେଉଁଠୁ ? ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ବାରିପଦା ଭଡ଼ା ଘର ବାଲେଶ୍ବର ଜିଲ୍ଲାର ବାଲିଆପାଳ ପୈତୃକ ଘର ଉପରେ ରେଡ…

୫୦ ଗଛ ଲଗାନ୍ତୁ, ଲକ୍ଷପତି ହୁଅନ୍ତୁ #NNSODIA
ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ

୫୦ ଗଛ ଲଗାନ୍ତୁ, ଲକ୍ଷପତି ହୁଅନ୍ତୁ #NNSODIA

ଚାଷ ପ୍ରତି ଚାଷୀଙ୍କର ଆଉ ଆଗ୍ରହ ନାହିଁ । ସେମାନଙ୍କ କହିବା କଥା ଚାଷରେ ଆଉ ଆଗ ଭଳି ଲାଭ ନାହିଁ । କିନ୍ତୁ ଆପଣ ଯଦି ପାରମ୍ପରିକ ଚାଷ ନକରି ବଜାର ଚାହିଦା ଅନୁସାରେ ଅନ୍ୟ କିଛି ଚାଷ କରନ୍ତି ତେବେ ଆପଣ ଆଶା କରୁଥିବା ରୋଜଗାରଠାରୁ…

Headlines ମୁଖ୍ୟସମ୍ବାଦ #NNSODIA
ଅନ୍ୟାନ୍ୟ ଏନ ଏନ ଏସ ଓଡ଼ିଆ ଖବର ଏବେ ଏବେ

Headlines ମୁଖ୍ୟସମ୍ବାଦ #NNSODIA

ଆଗକୁ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଦଳର ବିଜୟ ସୁନିଶ୍ଚିତ କରିବାକୁ ଦୁଇ ଦିନିଆ ଉତ୍ତରପ୍ରଦେଶ ଗସ୍ତ କରିବେ ଅମିତ ଶାହ ୨-ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ବାରା ଏକ ବୈଠକ ଭର୍ଚୁଆଲ ଜରିଆରେ ଅନୁଷ୍ଠିତ ହୋଇଛି । ଏଥିରେ ମହିଳାଙ୍କୁ ସମ୍ମାନର ସହିତ…